‘ମୁଁ ବି ଚୌକିଦାର’ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

modi-12

ଆରମ୍ଭ ହେଲା ‘ମୁଁ ବି ଚୌକିଦାର’ କାର୍ଯ୍ୟକ୍ରମ

ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ନୂଆ ଅଭିଯାନ ‘ମୁଁ ବି ଚୌକିଦାର’ ଆରମ୍ଭ କରିଛନ୍ତି। ନିଜକୁ ଚୌକିଦାର କହିଥିବା ନରେନ୍ଦ୍ର ମୋଦିଙ୍କ ଏହି ନାରାରେ ତାଳ ଦେଇଥିଲା ବିଜେପି ଓ ଏହାର କର୍ମୀ । ସାରା ଦେଶରେ ଏହାକୁ ଖୁବ ଜୋରସୋରରେ ପ୍ରଚାର କରାଯାଇଥିବାବେଳେ ବିରୋଧୀ ମଧ୍ୟ ଏହି ନାରାକୁ ଖୁବ ସମାଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଭିଯାନରେ ମାର୍ଚ୍ଚ ୩୧ ତାରିଖରେ ସାରା ଦେଶର ଲୋକଙ୍କ ସହିତ କଥା ହେବେ। ମୋଦୀ ଟ୍ଵିଟ୍ କରିଛନ୍ତି ‘ଆପଣଙ୍କ ଚୌକିଦାର୍ ସିଧା ଠିଆ ହୋଇଛି ଓ ଦେଶର ସେବା କରୁଛି। କିନ୍ତୁ ମୁଁ ଏକୁଟିଆ ନୁହେଁ। ଯେଉଁମାନେ ଦୁର୍ନୀତି,ସାମାଜିକ ଅନ୍ୟାୟ ବିରୁଦ୍ଧରେ ଲଢୁଛନ୍ତି, ସେମାନେ ବି ଜଣେ ଜଣେ ଚୌକିଦାର ବୋଲି ମୋଦି କହିଛନ୍ତି । ଏହି ଭିଡିଓରେ ଶେଷରେ ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୩୧ ସନ୍ଧ୍ୟା ୬ଟା ସମୟରେ ତାଙ୍କ ସହିତ ଯୋଡ଼ି ହେବା ଲାଗି ଅନୁରୋଧ କରିଛନ୍ତି ।

ପଢନ୍ତୁ; ବିଜେଡି ଛାଡ଼ିଲେ ଦାମଙ୍କ ଝିଅ ପ୍ରୀତିନନ୍ଦା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More