EnewsOdia.Com

‘ମୁଁ ସଫେଇବାଲା ଅଭିଯାନ’ ପାଇଁ ସଫା ହେବାରେ ଲାଗିଛି ସବୁ ସ୍ଥାନ

ସ୍ୱଚ୍ଛତା ଓ ପରିମଳ ଉପରେ ଭୁବନେଶ୍ୱର ମହାନଗର ନିଗମ– ବିଏମ୍‌ସିର ଗୁରୁତ୍ୱ ।  ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଥିପାଇଁ ନିଆରା ପଦକ୍ଷେପ ନିଆଯାଇଛି । ଆରମ୍ଭ ହୋଇଛି ‘ମୁଁ ସଫେଇବାଲା’ ଅଭିଯାନ । ଏହି ଅଭିଯାନରେ ନିଜେ ନିଜ ଅଞ୍ଚଳର ପରିମଳ ବ୍ୟବସ୍ଥାର ଦାୟିତ୍ୱ ନେବାକୁ ହେବ ।

ମହାଶିବରାତ୍ରୀ ପରଦିନ ଲିଙ୍ଗରାଜ ମନ୍ଦିର ଅଞ୍ଚଳରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଏବେ ପ୍ରତ୍ୟେକ ଓ୍ୱାର୍ଡରେ ଆରମ୍ଭ ହୋଇଛି । ଆଜି ୭ ନମ୍ବର ଓ୍ୱାର୍ଡ ଅନ୍ତର୍ଗତ ଶୈଳଶ୍ରୀ ବିହାର ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ମୁଁ ସଫେଇବାଲା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ବିଏମ୍‌ସି କମିଶନର, ଛାତ୍ରଛାତ୍ରୀ, ବିଏମ୍‌ସି କର୍ମଚାରୀ, ସ୍ୱୟଂ ସହାୟିକା ଗୋଷ୍ଠୀ, ଅଞ୍ଚଳବାସୀ ଓ ଅଭିନେତା ସାମିଲ ହୋଇଥିଲେ ।

ପଢନ୍ତୁ: ଦିଲ୍ଲୀ ଦଙ୍ଗା ସମୟରେ ମୁସ୍ତଫାବାଦରେ ଏକମାତ୍ର ହିନ୍ଦୁ ପରିବାରକୁ ସୁରକ୍ଷା ପ୍ରଦାନ କରି ଭାଇଚାରାର ଉଦାହରଣ କଲେ ମୁସଲମାନ ଭାଇ

ସମ୍ବନ୍ଧିତ ଖବର

ଏପ୍ରିଲ ୫ରୁ ୩୬ତମ ଭୁବନେଶ୍ୱର ପୁସ୍ତକ ମେଳା

Ratnamani Maharana

ବଢ଼ିଲା +୨ ପ୍ରାକ୍ଟିକାଲ ପରୀକ୍ଷା ଫି’, ଥିଓରି ପରୀକ୍ଷା ଫି’ ଅପରିବର୍ତ୍ତିତ

Ratnamani Maharana

ସମ୍ବିଧାନକୁ ଜଣେ ବ୍ରାହ୍ମଣ ତିଆରି କରିଥିଲେ ବୋଲି କହିଲେ ଗୁଜୁରାଟ ବାଚସ୍ପତି

Ratnamani Maharana

ପୁଣି ଟଳିବ ଫାଶୀ! କ୍ୟୁରେଟିଭ୍‌ ପିଟିସନ ଦାଖଲ କଲା ଦୋଷୀ ପବନ

Ratnamani Maharana

ଏସପ୍ଲାନେଡ ମଲରେ ୱେଷ୍ଟଇଣ୍ଡିଜ୍ ଟିମର ସପିଂ

Ratnamani Maharana

ଫୋନ୍‌ରେ କଥା ହେଲେ ଗ୍ରାହକଙ୍କୁ ମିଳିବ ଟଙ୍କା

Ratnamani Maharana