Entertainment

“ମୁ ତୁମର” ଆଲବମ ଟିର ଷ୍ଟୁଡିଓ ଭର୍ସନ ୟୁଟ୍ୟୁବୁ ରେ ୨ ମିଲିୟନ ଟପି ଏବେ ଚର୍ଚାରେ

By ENO Beuro

March 27, 2018

ସବୁବେଳେ ମନୋରଞ୍ଜନ  ଏବଂ ଗୀତର ପରିବେଷଣ କରୁଥିବା “ENEWSODIA” ସଙ୍ଗୀତପ୍ରେମୀମାନଙ୍କ ପାଇଁ ତିଆରି କରିଆସୁଛି ନୂଆ ନୂଆ ରୋମାଣ୍ଟିକ ଗୀତ। ସେଥି ମଧ୍ୟରୁ “ମୁ ତୁମର” ଗୀତଟି  ଅନ୍ୟତମ। ଏହି ଗୀତଟି ବହୁତ ଭଲପାଇବା ଅର୍ଜନ କରିଛି।

ଅରମାନ୍ ମ୍ୟୁଜିକ୍ ପ୍ରେଜେନ୍ ବ୍ୟାନରର “ମୁଁ ତୁମର” ଆଲବମ୍ ର ଷ୍ଟୁଡିଓରେ ହୋଇଥିବା ରେକର୍ଡିଂ ଟିର ମେକିଙ୍ଗ୍ ଭିଜୁଆଲ୍ #ENEWSODIA ୟୁଟ୍ୟୁବ୍ ଚ୍ୟାନେଲ୍ ୨ ମିଳିୟନ୍ ଟପି ସାରିଛି।

ଏହି ଗୀତରେ କଣ୍ଠଦାନ କରିଛନ୍ତି ଲୋକପ୍ରିୟ ଗାୟକ ହ୍ୟୁମାନ୍‌ ସାଗର ଓ ପ୍ରଜ୍ଞା ଏବଂ ଲିରିକ୍ସ ଦେଇଛନ୍ତି ଡ. ଶୁଭ କୁମାର ଦାସ। ଏହି ସଙ୍ଗୀତଟିର ନିର୍ଦେଶନା ଭାର ତୁଲାଇଛନ୍ତି ଜାପାନି।

ଗୀତଟି ରିଲିଜ ହେବା ପରଠୁ ସୋସିଆଲ ମିଡ଼ିଆରେ ଉଚ୍ଚପ୍ରଂଶସିତ ହୋଇଛି। ଦର୍ଶକମାନେ ଗୀତଟିର ଷ୍ଟୁଡିଓ ଭର୍ସନ #ENEWSODIA ଅଫିସିଆଲ ୟୁଟ୍ୟୁବ ପେଜରେ ଦେଖିବାକୁ ପାଇଥିଲେ। ଏହିଗୀତଟି କୁ ଦର୍ଶକମାନେ ବହୁତ ଭଲପାଇବା ଦେଇଛନ୍ତି।

ଏଠାରେ କହିରଖୁଚୁ, ଆଗକୁ ଆପଣମାନଙ୍କ ପାଇଁ ଏମିତି ଭଲ ଭଲ ଗୀତ ଆଣିବୁ। ଆମ “ENEWSODIA” ଚ୍ୟାନଲକୁ subscribe କରନ୍ତୁ। ଏବଂ ଏମିତି ରୋମାଣ୍ଟିକ ଗୀତର ମଜା ନିଅନ୍ତୁ।

ପଢନ୍ତୁ; ଆଖିରେ ଆଇଲାଇନର ଲଗାଇଲା ବେଳେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା !