News

ଅନିଲ ଆମ୍ବାନୀକୁ ଆର୍ଥିକ ସାହାର୍ଯ୍ୟ କରି ଗିରଫରୁ ବଞ୍ଚାଇଲେ ମୁକେଶ ଆମ୍ବାନୀ

ଏବେ ଜେଲ ଯିବେନି  ରିଲାଏନସ କମ୍ୟୁନିକସନ ଅଧକ୍ଷ ଅନିଲ ଆମ୍ବାନୀ। ସ୍ଵିଡେନଭିତିକ ଟେଲିକମ ଉପକରଣ ନିର୍ମାତା ଏରିକସନକୁ ୪୬୨ କୋଟି ପରିଶୋଧ କରି  ଜେଲଦଣ୍ଡରୁ ଅଟକାଇ ଦେଇଛନ୍ତି ମୁକେଶ ଆମ୍ବାନୀ। ସୁପରିମ କୋର୍ଟ ନିର୍ଦେଶ ଅନୁସାରେ ଯଦି  ଆରକମ ଏହାର ବକେୟା ରାଶି ସୁଝି ନ ଥାନ୍ତା ତେବେ ଅନିଲ ଆମ୍ବାନୀ ଜେଲ ଯାଇଥାନ୍ତେ।  ସୁପ୍ରିମକୋର୍ଟ ଦେଇଥିବା ମହଲତ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ୪୬୨ କୋଟି ଟଙ୍କା ପେମେଣ୍ଟ୍‌ କରିଛନ୍ତି ମୁକେଶ ଆମ୍ବାନୀ।

ଏହି ସହାୟତା ପାଇଁ ଅନିଲ ଆଜି ବଡ଼ ଭାଇ ମୁକେଶ ଏବଂ ଭାଉଜ ନୀତା ଅମ୍ବାନିକୁ ଧନ୍ୟବାଦ ଜଣାଇଛନ୍ତି। ଅନିଲ କହିଛନ୍ତି ଯେ, ମୋ କଠିନ ସମୟରେ ସମ୍ମାନନୀୟ ବଡ଼ ଭାଇ ମୁକେଶ ଓ ଭାଉଜ ନୀତାଙ୍କୁ ମୁଁ ହୃଦୟର ଗଭୀର ପ୍ରଦେଶରୁ କୃତଜ୍ଞତା ଜଣାଉଛି।

ପଢନ୍ତୁ: ଭୋଟ ପାଇଁ ବୋଟରେ ଯାତ୍ରା କଲେ ପ୍ରିୟଙ୍କା ଗାନ୍ଧୀ

Related posts

Wedding Venues In Kolkata: What To Look For ?

ENO Beuro

ରୋଗୀଙ୍କ ମୃତ୍ୟୁ ପରେ ଭୟଭୀତ ହୋଇ ନିଜର ତଣ୍ଟି କାଟିଲେ ଡାକ୍ତର

ENO Beuro

ବମିଖାଲ ଓଭର୍‌ବ୍ରିଜ୍‌ ଦୁର୍ଘଟଣା : ଠିକାଦାର ସଂପୂର୍ଣ୍ଣ ଦାୟୀ , ଇଂଜିନିୟରଙ୍କୁ କ୍ଲିନଚିଟ୍

ENO Beuro

Leave a Comment