Loading...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ନଭେମ୍ବର ୪ରୁ ୧୭ ତାରିଖ ଯାଏଁ ଆବେଦନ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ନଭେମ୍ବର ୪ରୁ ୧୭ ତାରିଖ ଯାଏଁ ଆବେଦନ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର। ନଭେମ୍ବର ୪ ରୁ ୧୭ ତାରିଖ ଯାଏଁ ଆବେଦନ। ୧୪ ବିଭାଗରେ ପୁରସ୍କାର ପାଇଁ ହେବ ଆବେଦନ। www.msp.odisha.gov.in ରେ ହେବ ଆବେଦନ। ବିଭିନ୍ନ ବିଭାଗରେ ୫୯ ହଜାର ୧୦୯ଟି ପୁରସ୍କାର ଦିଆଯିବ।

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର। ନଭେମ୍ବର ୪ ରୁ ୧୭ ତାରିଖ ଯାଏଁ ଆବେଦନ। ୧୪ ବିଭାଗରେ ପୁରସ୍କାର ପାଇଁ ହେବ ଆବେଦନ। www.msp.odisha.gov.in ରେ ହେବ ଆବେଦନ। ବିଭିନ୍ନ ବିଭାଗରେ ୫୯ ହଜାର ୧୦୯ଟି ପୁରସ୍କାର ଦିଆଯିବ। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ୧୪ଟି ବିଭାଗରେ ପୁରସ୍କାର ପାଇଁ ନଭେମ୍ବର ୪ ତାରିଖ ଠାରୁ ଆବେଦନ ଆରମ୍ଭ ହେବ। ଏହି ଆବେଦନ ପ୍ରକ୍ରିୟା ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପୁରସ୍କାର ପାଇଁ ସମ୍ପୃକ୍ତ ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ୱେବସାଇଟ www.msp.odisha.gov.in ରେ ଆବେଦନ କରିପାରିବେ। 

ସୂଚନାନୁସାରେ,ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ରାଜ୍ୟ ସରକାରଙ୍କ ଏକ ବୃହତ ଆଭିମୁଖ୍ୟ। ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ। ଏହି ପଦକ୍ଷେପ ମାଧ୍ୟମରେ ନୂତନ ଓଡ଼ିଶାର ସ୍ବପ୍ନକୁ ବାସ୍ତବ ରୂପ ଦେବାରେ ଶିକ୍ଷକ, ପ୍ରଧାନ ଶିକ୍ଷକ, ପୁରାତନ ଛାତ୍ରଛାତ୍ରୀ ଏବଂ ଶିକ୍ଷା ପ୍ରଶାସକଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗକୁ ଉତ୍ସାହିତ କରାଯିବ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.