SPORTS

ଚେନ୍ନାଇକୁ ହରାଇଲା ମୁମ୍ବାଇ: ଧୋନୀଙ୍କ ବିନା ଚେନ୍ନାଇ ଫିକା

ଗତକାଲି ଆଇପିଏଲ୍‌ ମ୍ୟାଚ୍‌ରେ ଖେଳାଯାଇଥିବା ଚେନ୍ନାଇ ସୁପରକିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସଠାରୁ ୪୬ ରନ୍‌ରେ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଧାରିତ ଓଭରରେ ୪ ୱିକେଟ ହରାଇ ୧୫୫ ରଣ କରିଥିଲା। ଜବାବରେ ଚେନ୍ନାଇ ୧୭.୪ ଓଭରରେ ସମସ୍ତ ୱିକେଟ ହରାଇ ୧୦୯ ରଣ କରିପାରିଥିଲା। ଚେନ୍ନାଇ ୧୨ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରିଥିଲେ ମଧ୍ୟ ଶୀର୍ଷ ସ୍ଥାନରେ ଅତୁଟ ରହିଛି।

ମହେନ୍ଦ୍ର ସିଂ ଧୋନୀଙ୍କ ଅନୁପସ୍ଥିତିରେ ସୁରେଶ ରାୟଣା ଦଳକୁ ନେତୃତ୍ଵ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି। ଜ୍ଵର ହେବାରୁ ଧୋନୀ ମୁମ୍ବାଇ ବିପକ୍ଷ ମ୍ୟାଚରେ ଖେଳିନଥିଲେ। ଘରୋଇ ମ୍ୟାଚରେ ସୁପର କିଙ୍ଗସ ପୁଣି ଠାରେ ଧୋନୀଙ୍କ ବିନା ଫିକା ପଡିଯାଇଛି।
ପଢନ୍ତୁ: କୋଲକାତା ନାଇଟ୍‌ ରାଇଡର୍ସକୁ ୩ ୱିକେଟ୍‌ରେ ହରାଇଲା ରାଜସ୍ଥାନ ରୟାଲ୍ସ

Related posts

ଆଜି ବାରବାଟୀ ଷ୍ଟାଡିୟମ ଆସିବେ ବଲିଉଡ ଟାଇଗର

ENO Beuro

ୱେଷ୍ଟଇଣ୍ଡିଜ ଗସ୍ତରେ ସବୁ ସିରିଜ୍ ଖେଳିବେ ବିରାଟ୍ କୋହଲି

Ratnamani Moharana

ପରଲୋକରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଅଜିତ ୱାଡେକର

ENO Beuro

Leave a Comment