SPORTS

ବାଙ୍ଗାଲୋରକୁ ୬ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ଘରୋଇ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର  ବିପକ୍ଷରେ ସଂଘର୍ଷ ପୂର୍ଣ ବିଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ  ଚଳିତ ଆଇପିଏଲ ସିଜିନରେ ବିଜୟ ଖାତା ଖୋଲିଛି। ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟ ବିନିମୟରେ ୧୮୭ ରଣ ସଂଗ୍ରହ କରିଥିଲା। ଜବାବରେ ରୟାଲ ଚଲେଞ୍ଜେର୍ଷ ସେସବଳ ପର୍ଯ୍ୟନ୍ତ ଲଢେଇ କରିଥିଲେ ହେଁ ଶେଷରେ ୫\୧୮୧ ରଣ କରିବାକୁ ସକ୍ଷମ ହୋଇଥିଲା।

ବୁମରାହ ଓ ମାଲିଙ୍ଗା  ଯୋଡ଼ି ଆଗରେ ହାର୍ ମାନିଥିଲେ ଶେଷ ପର୍ଯ୍ୟନ୍ତ ଅପରାଜିତ ଥିବା ଏବି ଡିଭିଲାର୍ସ। ସେ ବାଙ୍ଗାଲୋର ପକ୍ଷରୁ ସର୍ବାଧିକ ୭୦ ରନ୍ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୪୬ ରନ୍ କରିଥିଲେ। ଜସପ୍ରିତ ବୁମର ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ।
ପଢନ୍ତୁ: କେକେଆର ଆଗରେ ହାରିଲା କିଙ୍ଗ ଇଲେଭେନ ପଞ୍ଜାବ

Related posts

ଦ୍ୱିତୀୟ ଟେଷ୍ଟ: ଭାରତ ୧୦୭ରନରେ ଅଲଆଊଟ,ଆଣ୍ଡରସନ୍‌ଙ୍କୁ ୫ ୱିକେଟ

ENO Beuro

ହକି ବିଶ୍ଵକପ: ବେଲଜିୟମ ନୂଆ ବିଶ୍ଵ ଚାମ୍ପିୟନ

ENO Beuro

ବିଶ୍ଵକପ ହକି ପାଇଁ ଓଡିଆ ଗୀତ ଗାଇଲେ ମିକା ସିଂହ

ENO Beuro

1 comment

Leave a Comment