ସଲମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା !

ମୃଗ ହତ୍ୟା ମାମଲା କୁ ନେଇ ସଲମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ସଲମାନଙ୍କ ସବୁଠାରୁ ବଡ଼ ଶତ୍ରୁ ଭାବେ ପରିଚିତ ।ଜିଏକି ସଲମାନଙ୍କୁ ଜୀବନରୁ ମାରିବାକୁ ଆଗରୁ ଅନେକ ଥର ଚେଷ୍ଟାକରି ସାରିଥିବା ବେଳେ ଏବେ ପୁଣି ଥରେ ହତ୍ୟା ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ ଏହି ଭିତିରିଆ ଖବର ଲରେନ୍ସଙ୍କ ବନ୍ଧୁ ସମ୍ପତ ନେହରା ପୁଲିସକୁ ଦେଇଥିବା ସୂଚନା ମିଳିଛି । ମୁମ୍ବାଇ ପୁଲିସ ଏବେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରିଥିବା ଜଣାପଡ଼ିଛି । ସଲମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା ଆରମ୍ଭ ହୋଇଥିବାରୁ ପୂର୍ବ ଅପେକ୍ଷା ଏବେ ତାଙ୍କର ସୁରକ୍ଷା ପାଇଁ ଅଧିକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି ।

ପଢନ୍ତୁ : ଘରେ ପ୍ରସ୍ତୁତ କରନ୍ତୁ ଗାଜର ସୁପ୍‌! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More