• Home
  • News
  • ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଭୂଇଁରେ ପୋତି ହୋଇଗଲା କାର୍
News

ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଭୂଇଁରେ ପୋତି ହୋଇଗଲା କାର୍

ବର୍ଷା ପ୍ରବଳରୁ ଅତି ପ୍ରବଳ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି

ପ୍ରବଳ ବର୍ଷା ଯୋଗୁଁ ଓ୍ଵାଦାଲା ଇଷ୍ଟ୍‍ର ମୁମ୍ବାଇର ଓ୍ଵାଦାଲା ଇଷ୍ଟ୍‍ଠାରେ ତିଆରି ଚାଲିଥିବା ଏକ କୋଠା ନିକଟରେ ଭୂଇଁ ଧସି ଯିବାରୁ ଅନେକ ଗୁଡିଏ ବସବାସ କରୁଥିବା ଲୋକ ଫସିଯିବା ସହ ବହୁତ ଗୁଡିଏ କାର୍ ଫସିଯାଇଛି । କେହି ମୃତାହତ ହୋଇଥିବା ଖବର ଏ ପର୍ଯ୍ୟନ୍ତ ମିଳିନାହିଁ। ଉଦ୍ଧାର କାର୍ଯ୍ୟ ଜୋର୍ ସୋର୍ ରେ ଚାଲିଛି ।

ବର୍ଷା ପ୍ରବଳରୁ ଅତି ପ୍ରବଳ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ମୁମ୍ବାଇରେ ଅନେକ ସ୍ଥାନରେ ଯାନବାହନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି।
ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଭୂଇଁରେ ପୋତି ହୋଇଗଲା କାର୍ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଭୂଇଁରେ ପୋତି ହୋଇଗଲା କାର୍ Rain visuals IE

ପ୍ରାୟ ୨୬ଟି ବିମାନ ଉଡ଼ାଣରେ ବିଳମ୍ବ ଘଟିଛି।

ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଭୂଇଁରେ ପୋତି ହୋଇଗଲା କାର୍ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଭୂଇଁରେ ପୋତି ହୋଇଗଲା କାର୍ aeroplain

ପଢନ୍ତୁ : ବଜ୍ରପାତରେ ଜଳିଗଲେ ୨ ମହିଳା ମତ୍ସ୍ୟଜୀବୀ

Related posts

ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭାରତୀୟ ବାୟୁ ସେନା ମାର୍ଶାଲ ଅର୍ଜନ ସିଂହ ଙ୍କ ଶେଷକୃତ୍ୟ ସମ୍ପନ୍ନ

Krishna Kumar Manoj

ଝାରସୁଗଡ଼ା:ଟ୍ରେନ୍‌ ଧକ୍କାରେ ୪ ହାତୀ ମୃତ

Krishna Kumar Manoj

କଟକ କୁଇନ୍ସ କଲେକ୍ସନ୍ ମଲରେ ଅଗ୍ନିକାଣ୍ଡ , ଲକ୍ଷାଧିକ ଟଙ୍କାର ଲୁଗା ପୋଡ଼ି ନଷ୍ଟ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More