• Home
  • Movie News
  • ଆଜି ମୁକ୍ତିଲାଭ କରୁଛି ବହୁ ପ୍ରତିକ୍ଷିତ ଓଡିଆ ଚଳଚ୍ଚିତ୍ର ମୁଁ ଗୋଟିଏ ଦୁଷ୍ଟ ପିଲା
Movie News

ଆଜି ମୁକ୍ତିଲାଭ କରୁଛି ବହୁ ପ୍ରତିକ୍ଷିତ ଓଡିଆ ଚଳଚ୍ଚିତ୍ର ମୁଁ ଗୋଟିଏ ଦୁଷ୍ଟ ପିଲା

ସାରଳା ପ୍ରଡକ୍ସନ ବ୍ୟାନରର ଦ୍ଵିତୀୟ ତଥା ବହୁ ପ୍ରତିକ୍ଷିତ ଓଡିଆ ଚଳଚ୍ଚିତ୍ର  ମୁଁ ଗୋଟିଏ ଦୁଷ୍ଟ ପିଲା ଆଜି (ନଭେମ୍ବର ୧୦) ମୁକ୍ତିଲାଭ କରୁଛି । ଏଥିରେ ତିନିଜଣ ନାୟିକା ଓ ଜଣେ ନାୟକ ମୁଖ୍ୟ ଚରିତ୍ରରେ ନଜର ଆସିବେ ।

ଓଡିଆ ନାୟକ ଦୁଷ୍ମନ୍ତ ଙ୍କ ବିପକ୍ଷରେ ରାନୀ, ଦିବ୍ୟା ଓ ଝାନଶୀ ଚଳଚିତ୍ରର ମୁଖ୍ୟ ନାୟିକା । ଏମାନଙ୍କ ସହ ଅସିତ ପତି, ବିଜୁ ବଡଜେନା, ସୁମନ, ଦେବୀ ବାରିକ ଜୀବନ ପଣ୍ଡା, ଦେବୁ ବ୍ରମହା  ଏବୋଂ ଅନ୍ୟମାନେ ବହୁ ଗୁରୁତ୍ଵ ପୂର୍ଣ୍ଣ ଭୂମିକାରେ ଦେଖାଦେବେ ।

କାହାଣୀ ରଚନା ଓ ନିର୍ଦେଶନା ଦେଇଛନ୍ତି ଅଶୋକ ମଲ୍ଲିକ । ଝରଣା ମଲ୍ଲିକ ଏହାର ପ୍ରଯୋନା କରିଛନ୍ତି । ବିଦ୍ୟାଧର ସାହୁ ସଙ୍ଗୀତ ନିର୍ଦେଶନା ଦେଇଥିବା ବେଳେ ନନ୍ଦିତା ଭଞ୍ଜ, ସଞ୍ଜୁ ମହାନ୍ତି, ମୋନଲିଶା, ସୌରଭ, ପ୍ରଦୀପ ପଲ୍ଲଇ, ମାଧବ  ପ୍ରମୁଖ କଣ୍ଠଶିଳ୍ପୀ ଏଥିରେ କଣ୍ଠଦାନ କରିଛନ୍ତି ।

ଚିଟଫଣ୍ଡ ଠକେଇ ଉପରେ ପର୍ଜ୍ୟବେଶିତ ଏହି ସିନେମାଟି ଦର୍ଶକଙ୍କ ମନକୁ ଛୁଇଂବ ବୋଲି ଆଶା କରୁଛନ୍ତି ସିନେମା ନିର୍ମାତା ମାନେ ।

ଆଜି ମୁକ୍ତିଲାଭ କରୁଛି ଓଡିଆ ଚଳଚ୍ଚିତ୍ର ମୁଁ ଗୋଟିଏ ଦୁଷ୍ଟ ପିଲା  ଆଜି ମୁକ୍ତିଲାଭ କରୁଛି ବହୁ ପ୍ରତିକ୍ଷିତ ଓଡିଆ ଚଳଚ୍ଚିତ୍ର ମୁଁ ଗୋଟିଏ ଦୁଷ୍ଟ ପିଲା

ପଢନ୍ତୁ,୧୦ ନଭେମ୍ବର ଶୁକ୍ରବାର , ରାଶିଫଳ ।

Related posts

Upcoming Odia movie Jocker

Jitendra

ଧନତେରାସରେ ସିନେ ପ୍ରେମିଙ୍କୁ ଉପହାର, ୟୁଏଲବି ଦ୍ଵାରା ପ୍ରସ୍ତୁତ କ୍ଷୁଦ୍ର ସିନେମା ସମ୍ବଲପୁରୀ ୱେଭରସ

Krishna Kumar Manoj

“Katha Deli Matha Chhuin” Is The Upcoming Odia Cinema Of Abhishek Rath And Riya Dey

Jitendra

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More