• Home
  • ASTRO
  • VASTU
  • ଘରେ ରଖନ୍ତୁ ଏହି ବାଦ୍ୟଯନ୍ତ୍ର : ପାରିବାରିକ ସମ୍ପର୍କରେ ପ୍ରେମ ଓ ସଦଭାବନା ବଢିବ
VASTU

ଘରେ ରଖନ୍ତୁ ଏହି ବାଦ୍ୟଯନ୍ତ୍ର : ପାରିବାରିକ ସମ୍ପର୍କରେ ପ୍ରେମ ଓ ସଦଭାବନା ବଢିବ

ମ୍ୟୁଜିକ୍‌ ବା ସଙ୍ଗୀତ ସମସ୍ତଙ୍କୁ ଭଲ ଲାଗେ। ସଙ୍ଗୀତରେ ମନୁଷ୍ୟ ମୁଡକୁ ପରିବର୍ତ୍ତନ କରିପାରିବାର କ୍ଷମତା ରହିଛି । କିଛି ଲୋକ ସଙ୍ଗୀତ ଶୁଣନ୍ତି । ଆଉ କିଛି ଲୋକ ନିଜେ କିଛି ନା କିଛି ବାଦ୍ୟଯନ୍ତ୍ର ବଜାବାକୁ ଭଲ ପାଇଥାନ୍ତି। ଆଜିକାଲି ତ ପିଲାମାନଙ୍କୁ ମ୍ୟୁଜିସିଆନ ହେବାକୁ ଅବିଭାବକମାନେ ଉତ୍ସାହିତ କରୁଛନ୍ତି। ଯେତେ ପ୍ରକାର ବାଦ୍ୟଯନ୍ତ୍ର ଅଛି ସବୁଠାରୁ ଅଧିକ ମଧୁର ଲାଗେ ବଂଶୀର ସ୍ୱର। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ବଂଶୀ ରଖିବା ବହୁତ ଭଲ।

ଯେଉଁମାନେ ଘରେ ବଂଶୀ ରଖିଥାନ୍ତି ସେମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ, ସଦ୍‌ଭାବନା ବଢିଥାଏ। ଏହାସହ ଶ୍ରୀକୃଷ୍ଣଙ୍କ କୃପା ଦୃଷ୍ଟି ସବୁ କଷ୍ଟ ଦୂର କରିଦେଇଥାଏ ଓ ଘରକୁ ଖୁସି ଆସିଥାଏ।

ବଂଶୀ ପ୍ରଭୁ ଶ୍ରୀକୃଷ୍ଣଙ୍କ ଅତିପ୍ରିୟ। ଏହା ଅତି ପବିତ୍ର ଓ ପୂଜନୀୟ ବୋଲି ବିଶ୍ୱାସ ରହିଛି। ବଂଶୀର ମଧୁର ସ୍ୱର ପ୍ରେମର ପ୍ରତୀକ। ଘରେ ବଂଶୀ ରଖିଲେ ଧନ ବଢିଥାଏ ବୋଲି ବିଶ୍ୱାସ ରହିଛି।ଏହାସହ ବଂଶୀର ମଧୁର ସ୍ୱର ପରି ପରିବାର ଲୋକଙ୍କ ମଧ୍ୟରେ ସମ୍ପର୍କ ନିବିଡ ହୋଇଥାଏ।

ପଢନ୍ତୁ, ଅନ୍ୟ କାହାର ଏହି ପାଞ୍ଚଟି ଜିନିଷ ବ୍ୟବହାର କରନ୍ତୁ ନାହିଁ , ନଚେତ ବିପଦର ସମ୍ମୁଖୀନ ହୋଇପାରନ୍ତି

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଘରେ କେଉଁ ରଙ୍ଗର ପରଦା ଲଗାଇଲେ କ’ଣ ହୁଏ ଜାଣନ୍ତୁ

Krishna Kumar Manoj

ଭଗବାନ କୃଷ୍ଣ କଳି ଯୁଗ ବିଷୟରେ ପଞ୍ଚୁ ପାଣ୍ଡବଙ୍କୁ କଣ କହିଥିଲେ ? ଆସନ୍ତୁ ଜାଣିବା

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଏହି ସ୍ଥାନରେ ରଖନ୍ତୁ ୫ଟି ଜିନିଷ,ହୋଇ ପାରିବେ ଧନବାନ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More