Loading...

ପ୍ରଚଣ୍ଡ ଶବ୍ଦରେ ଥରିଲା ବାଲେଶ୍ଵର ସମେତ ୩ ଜିଲ୍ଲା

ପ୍ରଚଣ୍ଡ ଶବ୍ଦରେ ଥରିଲା ବାଲେଶ୍ଵର ସମେତ ୩ ଜିଲ୍ଲା

ଓଡିଶା ଆକାଶରେ ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ। ଏଥର ଗୋଟେ ନୁହେ ୪ ଟି ଜିଲ୍ଲାରେ ଶୁଭିଲା କାନ ଫଟେଇବା ଭଳି ଭୟଙ୍କର ଶବ୍ଦ ।

ଓଡିଶା ଆକାଶରେ ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ। ଏଥର ଗୋଟେ ନୁହେ ୪ ଟି ଜିଲ୍ଲାରେ ଶୁଭିଲା କାନ ଫଟେଇବା ଭଳି ଭୟଙ୍କର ଶବ୍ଦ । ରାଜ୍ୟର ଚାରି ଜିଲ୍ଲା ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼ରେ କୋଠାଘର ଥରିବା ସାଙ୍ଗକୁ କବାଟ ଓ ଝରକା ହଲିବାକୁ ଲାଗିଥିଲା। ଆଜି ୧୧.୩୨ମିନିଟରେ ଏହି ଶବ୍ଦ ଶୁଣିବାକୁ ମିଳିଥିବା କୁହାଯାଉଛି । କିଛି ସେକେଣ୍ଡ ପାଇଁ ଏହି ଶବ୍ଦ ଶୁଣାଯାଇଥିଲା ।ଶବ୍ଦ କେଉଁଠୁ ଆସିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଦୁଇ ସପ୍ତାହ ପୂର୍ବରୁ ଆକାଶରେ ଏହିପରି ପ୍ରଚଣ୍ଡ ଶବ୍ଦ ଶୁଭିଥିଲା । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.