Celebs News Entertainment

Nach Baliye-Season 9ର ବିଶେଷ ପ୍ରତିଯୋଗୀ: ବଲିଉଡର ହିଟ ଯୋଡି ସାହିଦ-ମୀରା ହେବେ ଜଜ୍

nach baliye9

ରିଆଲିଟି ସୋ ର କ୍ରେଜ ବହୁତ। ଏବେ ସବୁ ଟିଭି ଚ୍ୟାନେଲରେ ରିଆଲିଟି ସୋ କାରଣ ସବୁ ଚ୍ୟାନେଲକୁ ଦରକାର ଟିଆରପି ସହ କଳାକାର ମାନଙ୍କର ଫ୍ୟାନ ଫଲୋଈଂ ବଢିଥାଏ। ନିକଟରେ Nach Baliye-Season 9 ଆସିବାକୁ ଯାଉଛି। ଏଥିରେ ସିରିୟଲ ସହ ଫିଳ୍ମ ଜଗତର କଳାକାର ମଧ୍ୟ ସାମିଲ ହୋଇଥାନ୍ତି। ଏଥରର ସିଜିନରେ ବଲିଉଡର ହିଟ ଯୋଡି ସାହିଦ ଓ ମୀରା କପୁରଙ୍କୁ ଜଜ୍ ଭାବେ ଦେଖିବାକୁ ମିଳିପାରେ।

sahid and mira
sahid and mira rajput

‘ନଚ୍ ବଲିଏ-ସିଜନ ୯’ ରେ ଟିଭିର ନୂଆ ଯୋଡି ପ୍ରିନ୍ସ ନରୁଲା ଏବଂ ୟୁବିକା ଚୌଧୁରୀଙ୍କୁ ମଧ୍ୟ ଶୋରେ ପ୍ରତିଯୋଗୀ ହେବା ପାଇଁ ଅଫର ଦିଆଯାଇଛି। ଅବଶ୍ୟ ସେମାନଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ଜବାବ ମିଳି ନାହିଁ।ଏହି ଶୋର ଅଂଶ ହେବା ପାଇଁ ହିନା ଖାନ୍ ଓ ତାଙ୍କ ପ୍ରେମିକ ରକି ଜୟସୱାଲଙ୍କୁ ମଧ୍ୟ ଡକା ଯାଇଛି। ବିଜି ସେଡୁଲ ପାଇଁ ସେମାନେ କରିଦେଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ପ୍ରିୟାଙ୍କ୍ ଶର୍ମା, ବିନାଫସା ସୁନାୱାଲାଙ୍କ ସହିତ ଦେଖା ଯାଇପାରନ୍ତି। ପ୍ରିୟାଙ୍କ ଶର୍ମା ନିଜେ କହିଥିଲେ ସେ ଏହି ଶୋରେ ସେ ଭାଗ ନେଇପାରନ୍ତି। ଏହା ଛଡା ‘ଏଫଆଇଆର’ ଫେମ୍ କବିତା କୌଶିକ ନିଜ ସ୍ବାମୀଙ୍କ ରୋହିତ ବିଶ୍ବାସଙ୍କ ସହିତ ଏହି ଶୋରେ ପ୍ରତିଯୋଗୀ ହୋଇପାରନ୍ତି।

ପଢନ୍ତୁ: ରିଲିଜ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ର ଟ୍ରେଲର

Related posts

ସଚିନ @ ୪୬

Ratnamani Moharana

Odia Girl Padmalaya Nanda Won 3 Titles At The Little Miss Universe 2017 Contest

ENO Beuro

ବନ୍ଦ ହେବ ପ୍ରସିଦ୍ଧ ଧାରାବାହିକ ‘ସାବଧାନ ଇଣ୍ଡିଆ’

ENO Beuro

Leave a Comment