27 C
Bhubaneswar
May 5, 2021
EnewsOdia.Com
ନ୍ୟୁଜ୍

କମିଶନରେଟ୍ ପୁଲିସ୍‌ ମୁଖ୍ୟାଳୟ ହେବ ‘ପୁଲିସ ସେବା ଭବନ’

କମିଶନରେଟ ପୁଲିସ୍‌ର ୧୨ତମ ପ୍ରତିଷ୍ଠା ଦିବସରେ କମିଶନରେଟ୍‌ ପୁଲିସ୍‌ କାର୍ଯ୍ୟାଳୟର ନାଁ ବଦଳିବା ନେଇ କହିଛନ୍ତି ପୁଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ । ଏବେ କମିଶନରେଟ୍ ପୁଲିସ୍‌ ମୁଖ୍ୟାଳୟ ହେବ ‘ପୁଲିସ ସେବା ଭବନ’ । କମିଶନରେଟ୍ ପୁଲିସ୍‌ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କଟକ ଭୁବନେଶ୍ୱରର ସହରାଞ୍ଚଳରେ କିଭଳି ପୁଲିସ୍‌ର ଉପସ୍ଥିତି ବୃଦ୍ଧି କରିହେବ ସେଥିପାଇଁ  ଅଧିକ ଗୁରୁତ୍ୱ ଦିଆଯିବ ।

 

ପୁଲିସ୍‌  ଡିଜି ଅଭୟ ଏହି ଦିବସରେ  ସମବେଦନା, ସହାନୁଭୂତି ଓ ବୃତ୍ତିଗତ ବୃତ୍ତିଗତ ଦକ୍ଷତା  କମିଶନରେଟ ପୁଲିସ୍‌ର ୩ ନୂଆ ମନ୍ତ୍ର ହେବ ବୋଲି କହିଛନ୍ତି । ଏହାସହ ଟ୍ୱିନ୍‌ସିଟିରେ ସିସିଟିଭି ବ୍ୟବସ୍ଥା, ମହିଳାଙ୍କ ସୁରକ୍ଷା ପାଇ ନିଯୁକ୍ତି, ମୋ ସରକାର କାର୍ଯ୍ୟକ୍ରମକୁ ଦୀର୍ଘ ମିଆଦି, ବରିଷ୍ଠ ନାଗରିକଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥାକୁ ସୁ ନିୟନ୍ତ୍ରିତ କରିବା ଉପରେ ଗୁରୁତ୍ୱ ଦିଆଯିବାନେଇ ସୂଚନା ଦେଇଛନ୍ତି ।

ପଢନ୍ତୁ: ଝିଅଙ୍କୁ ହଇରାଣ କଲେ ରୋମିଓଙ୍କୁ ମିଳିବ ନାଲି କାର୍ଡ

Related posts

ଦିଲ୍ଲୀର ଦୀପାବଳିରେ ଫୁଟିବନି ରକେଟ ଆଉ ବମ୍

Ratnamani Maharana

ସୋସିଆଲ ମିଡିଆରେ ଝଡ ସୃଷ୍ଟି କଲା ‘Amul India’ ର ଏହି କାର୍ଟୁନ

Ratnamani Maharana

ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିବ ବର୍ଷା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More