• Home
  • SPORTS
  • କୋହଲିଙ୍କ ଭବିଷ୍ୟତକୁ ନେଇ ଜ୍ୟୋତିଷଜ୍ଞ ନରେନ୍ଦ୍ର ବୁନ୍ଦେ କଣ କହିଲେ ଜାଣନ୍ତୁ ?
SPORTS

କୋହଲିଙ୍କ ଭବିଷ୍ୟତକୁ ନେଇ ଜ୍ୟୋତିଷଜ୍ଞ ନରେନ୍ଦ୍ର ବୁନ୍ଦେ କଣ କହିଲେ ଜାଣନ୍ତୁ ?

“କୋହଲିଙ୍କ ଭାଗ୍ୟକୁ ନେଇ ଜ୍ୟୋତିଷଙ୍କ ମତ “

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଭାଗ୍ୟ ଆଗକୁ ଆହୁରି ଉଜ୍ଜଳ ହେବ ବୋଲି କହିଛନ୍ତି ଜ୍ୟୋତିଷଜ୍ଞ ନରେନ୍ଦ୍ର ବୁନ୍ଦେ। ଏହା ମଧ୍ୟ କହିଛନ୍ତି ସେ ଭବିଷ୍ୟତରେ ସେ ଅନେକ ଗୁଡ଼ିଏ ରେକର୍ଡ କରିବେ।

ଗତବର୍ଷ ଜ୍ୟୋତିଷ ନରେନ୍ଦ୍ର ବୁନ୍ଦେ ଗଣନା କରି କହିଥିଲେ, ୩୬ବର୍ଷିଅ ଧୋନି ଇଂଲଣ୍ଡରେ ୨୦୧୯ରେ ହେବାକୁ ଥିବା ବିଶ୍ୱକପ୍‌ରେ ଖେଳିବେ। ବୁନ୍ଦେଙ୍କ କୋହଲିକୁ ନେଇ ତାଜା ଭବିଷ୍ୟବାଣୀ ହେଉଛି, ୨୦୨୫ ପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍‌ ଓ ଏକଦିବସୀୟ ବିଶ୍ୱକପ୍‌ରେ ବିଜେତା ବନିବା ସହିତ ସଚିନ୍‌ ତେନ୍ଦୁଲକର ଶହେ ଶତକର ବି ରେକର୍ଡକୁ ଭାଙ୍ଗି ଦେବେ ବିରାଟ କୋହଲି।

ନରେନ୍ଦ୍ର ବୁନ୍ଦେଙ୍କ ମୁତାବକ, ବିରାଟ କୋହିଲି ଚଳିତ ବର୍ଷ ମଧ୍ୟ ଅନ୍ତଜାର୍ତୀୟ କ୍ରିକେଟରେ ନୂତନ ମାନଦଣ୍ଡ ଗଢ଼ିବେ। କେବଳ ଏତିକି ନୁହେଁ ସେ ଏମିତି ବିଜ୍ଞାପନ କରିବେ ଯାହାକି ଭାରତୀୟ କ୍ରିକେଟ ଖେଳ ଓ ଅର୍ନ୍ତଜାତୀୟ କ୍ରିକେଟରେ ପୂର୍ବରୁ ଶୁଣିବାକୁ ମିଳି ନଥିବା।

କୋହଲିଙ୍କ ଭବିଷ୍ୟତକୁ ନେଇ ଜ୍ୟୋତିଷଜ୍ଞ ନରେନ୍ଦ୍ର ବୁନ୍ଦେ କଣ କହିଲେ ଜାଣନ୍ତୁ ? virat

ପଢନ୍ତୁ;ଭଗବାନଙ୍କୁ ଅର୍ପଣ କରନ୍ତୁ ଏହି ଫୁଲ ,ନିଶ୍ଚିତ ପୂର୍ଣ ହେବ ଆପଣଙ୍କ ମନସ୍କାମନା

Related posts

ପୁଣି ରୂପା ଜିତିଲେ ଦୂତି,୨୦୦ ମିଟରରେ ଦୂତିଙ୍କୁ ରୌପ୍ୟ ପଦକ

Krishna Kumar Manoj

ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କ ପୁଣି ଏକ ଜାତୀୟ ରେକର୍ଡ:୧୦୦ ମିଟର ଦୌଡ଼ରେ ନିଜ ରେକର୍ଡକୁ ନିଜେ ଭାଙ୍ଗିଲେ

Krishna Kumar Manoj

Odisha Boy Deepak Mohanta Has Been Selected For T-20 League In Dubai

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More