News

ଆମେରିକାର ପାକିସ୍ତାନକୁ କଡ଼ା ଚେତାବନୀ ;ଆତଙ୍କବାଦୀ ସଙ୍ଗଠନଗୁଡିକ ଉପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ

pompio

ଆତଙ୍କବାଦୀ ସଙ୍ଗଠନଗୁଡିକ ଉପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ଆମେରିକାର ଚେତାବନୀ…..

ପାକିସ୍ତାନର ବାଲାକୋଟ୍‌ରେ ଭାରତର ଏୟାର୍ ଷ୍ଟ୍ରାଇକ୍ ପରେ  ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି।ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନକୁ  କଡ଼ା ଚେତାବନୀ ଦେଇଛି ଆମେରିକା। ପାକିସ୍ତାନରେ  ଥିବା ଆତଙ୍କବାଦୀ ସଙ୍ଗଠନଗୁଡିକ ଉପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଆମେରିକାର ବିଦେଶ ସଚିବ ମାଇକ୍ ପୋମ୍ପିଓ ନିର୍ଦେଶ ଦେଇଛନ୍ତି।

 

ଆମେରିକାର ବିଦେଶ ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି,ଭାରତର ଆତଙ୍କବାଦ ବିରୋଧୀ ଅପରେସନ୍ ପରେ ବିଦେଶ ସଚିବ ପୋମ୍ପିଓ ଭାରତୀୟ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ଆଲୋଚନା କରିଛନ୍ତି। ସୀମାନ୍ତ ଅଞ୍ଚଳରେ ସୁରକ୍ଷା ଓ ଶାନ୍ତି ବଜାୟ ରଖିବା ଲାଗି ସେ ସୁଷମାଙ୍କୁ କହିଛନ୍ତି।

ପଢନ୍ତୁ; ହିନ୍ଦୀ ପ୍ରଶ୍ନପତ୍ର ଲିକ ପ୍ରସଙ୍ଗକୁ ଖଣ୍ଡନ କଲେ ବୋର୍ଡ ସଭାପତି ଡ. ଜାହାନ

Related posts

ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କୁ ୬ ମାସ ଲାଗି ଜେଲ୍‌ଦଣ୍ଡ

ENO Beuro

ଓଇସିଡି ପକ୍ଷରୁ ଭାରତକୁ ତୃତୀୟ ଶ୍ରେଷ୍ଠ ବିଶ୍ୱସନୀୟ ରାଷ୍ଟ୍ରର ମାନ୍ୟତା ମିଳିଛି

ENO Beuro

ଜଷ୍ଟିସ ପିନାକି ଚନ୍ଦ୍ର ଘୋଷ ହେବେ ଦେଶର ପ୍ରଥମ ଲୋକପାଳ

ENO Beuro

Leave a Comment