Loading...

ଅଜାନ୍‌ ସମୟରେ ଉଚ୍ଚ ସ୍ୱରରେ ମାଇକ୍‌ ବଜାଇବା ଉପରେ ରୋକ ଲଗାଇବାକୁ ଦାବି

ଅଜାନ୍‌ ସମୟରେ ଉଚ୍ଚ ସ୍ୱରରେ ମାଇକ୍‌ ବଜାଇବା ଉପରେ ରୋକ ଲଗାଇବାକୁ ଦାବି

ଅଜାନ୍‌ ସମୟରେ ଉଚ୍ଚ ସ୍ୱରରରେ ମାଇକ୍‌ ବଜାଇବା ଉପରେ ରୋକ ଲଗାଇବାକୁ ବିହାରର ଜଣେ ମନ୍ତ୍ରୀ ଦାବି କରିଛନ୍ତି । ବିହାରର ମନ୍ତ୍ରୀ ଜନକ ରାମ ଦେଶବ୍ୟାପି ଡାକବାଜି ଯନ୍ତ୍ର ଉପରେ ରୋକ ଲାଗାଯାଉ ବୋଲି ସେ ଦାବି କରିଛନ୍ତି ।

ଅଜାନ୍‌ ସମୟରେ ଉଚ୍ଚ ସ୍ୱରରରେ ମାଇକ୍‌ ବଜାଇବା ଉପରେ ରୋକ ଲଗାଇବାକୁ ବିହାରର ଜଣେ ମନ୍ତ୍ରୀ ଦାବି କରିଛନ୍ତି । ବିହାରର ମନ୍ତ୍ରୀ ଜନକ ରାମ ଦେଶବ୍ୟାପି ଡାକବାଜି ଯନ୍ତ୍ର ଉପରେ ରୋକ ଲାଗାଯାଉ ବୋଲି ସେ ଦାବି କରିଛନ୍ତି । ସେ କହିଛନ୍ତି ଯେ, ହିନ୍ଦୁ ପର୍ବାଣି ହୋଲି, ଦୀପାବଳି ଏବଂ ଛଟ ପୂଜା ସମୟରେ ଉଚ୍ଚ ସ୍ୱରର ଡାକବାଜି ଯନ୍ତ୍ର ବାରଣ କରାଯାଥିଲା ।କିନ୍ତୁ ଆଜନ ସମୟରେ ମସଜିଦରେ ବାଜୁଥିବା ଡାକବାଜି ଯନ୍ତ୍ର ଉପରେ କୌଣସି ରୋକ ନାହିଁ। ଯାହା ଲୋକମାନଙ୍କ ପାଇଁ ଅଶାନ୍ତି ସୃଷ୍ଟି କରୁଛି। ସମ୍ବିଧାନ ନିୟମ ଅନୁଯାୟୀ, ଯେତେବେଳେ କୌଣସି ସମ୍ପ୍ରଦାୟ ପକ୍ଷରୁ ଡାକବାଜି ଉପରେ ରୋକ ଲାଗେ ସମାନ ନିୟମ ଅପର ଗୋଷ୍ଠୀ ପାଇଁ ଲାଗୁ ହେବା କଥା।  ତେଣୁ ଅଜାନ୍‌ ସମୟରେ ମସଜିଦ୍‌ରେ ଉଚ୍ଚସ୍ୱରର ଡାକବାଜି ଯନ୍ତ୍ର ବ୍ୟାନ୍ କରାଯାଉ ବୋଲି ସେ ଦାବି କରିଛନ୍ତି। ଜଣେ ଲୋକ ପ୍ରତିନିଧି ହିସାବରେ ସେ ଏନେଇ ବହୁ ଅଭିଯୋଗ ପାଇଲେଣି । ଯଦି ହିନ୍ଦୁଙ୍କ ପୂଜା ପର୍ବାଣିରେ ଗୋଟିଏ ନିୟମ ଲାଗୁ କରାଯା ପାରୁଛି ତେବେ ମସଜିଦ୍‌ କ୍ଷେତ୍ରରେ ତାହା ଲାଗୁ କରାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

 


 


 
 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.