LIFESTYLE

ମୁଣ୍ଡରେ ସାମ୍ପୁ ଛାଡି ଏହିସବୁ ଜିନିଷ ବ୍ୟବହାର କରନ୍ତୁ ଆସିବ କେଶରେ ଚମକ!

ସାଧାରଣତଃ ମହିଳାମାନେ ଚାହାନ୍ତି ଯେ କେଶକୁ କୋମଳ ଏବଂ ଘନ କରିବା ପାଇଁ। ସେଥିପାଇଁ ଲୋକ ମାନେ ବିଭିନ୍ନ ଦାମିର ସାମ୍ପୁ ବ୍ୟବହାର କରନ୍ତି । କିନ୍ତୁ ଆଗକାଳରେ ଲୋକମାନେ ସାମ୍ପୁ ବ୍ୟବହାର ନ କରି ଘରୋଇ ଉପଚାରରେ କେଶକୁ ସଫା କରୁଥିଲେ। ଯାହା ଦ୍ୱାରା କେଶ ଝଡିବା ସମସ୍ୟା ନ ଥାଏ ଓ ଗୋହଳିଆ ସହିତ ଚମକ ଆଣିଥାଏ।

ତେବେ ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରି କେଶରେ ଚମକ ଆସିବ-

  • ଅଂଳା-କେଶକୁ ସୀଳ୍କ ଏବଂ ସାଇନ କରିବା ପାଇଁ ଅଂଳାକୁ ବ୍ୟବହାର କରାଯାଇଥାଏ। ଅଂଳା ଓ ରିଠାକୁ ଛେଚି ପୂର୍ବ ଦିନ ରାତିରେ ପାଣିରେ ବତରାଇ ଦିଅନ୍ତୁ । ସକାଳେ ମୁଣ୍ଡରେ ୨ ଘଂଟା ରଖି ଧୋଇଦିଅନ୍ତୁ।ଏହିପରି ବାରମ୍ବାର କରିବା ଦ୍ୱାରା କେଶ ଝଡିବା କମିବା ସହିତ କେଶରେ ଚମକ ଆଣିଥାଏ।
  • କଳା ମାଟି- କିଛି ମାତ୍ରାରେ କଳା ମାଟି ଆଣି ପାଣିରେ ଭିଜାଇ ମୁଣ୍ଡରେ ଲଗାନ୍ତୁ। କିଛି ସମୟ ରଖିବା ପରେ ଦେଖନ୍ତୁ କଣ୍ଡିସନାର ପରି ସିଲ୍କ୍ ହେବ।
  • ଚାଉଳ ପାଣି- ଚାଉଳର ପାଣିରେ କେଶକୁ ଧୋଇଲେ କେଶମୂଳ ସଫା ହେଇଥାଏ। ତାହା ସହ ଚମକ ଆଣିଥାଏ।
  • ମୁଲତାନି ମାଟି- ମୁଲତାନି ମାଟି ତ୍ୱଚା ଓ କେଶ ଦୁହିଁଙ୍କ ପାଇଁ ଫଳପ୍ରଦ ଅଟେ । ଏଥିରେ ଲେମ୍ବୁରସ ଓ ପାଣି ମିସାଇ କେଶରେ ଲଗାନ୍ତୁ । ଯାହା ଦ୍ୱାରା କେଶ ସିଲ୍କି ସହ ସୁନ୍ଦର ଦେଖାଯାଏ।

ମୁଣ୍ଡରେ ସାମ୍ପୁ ଛାଡି ଏହିସବୁ ଜିନିଷ ବ୍ୟବହାର କରନ୍ତୁ ଆସିବ କେଶରେ ଚମକ! hair samhoo

ପଢନ୍ତୁ; ଆଖିରେ ଆଇଲାଇନର ଲଗାଇଲା ବେଳେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା !

Related posts

ଫିଟିକିରି, ଘରୁ ବାସ୍ତୁ ଦୋଷ ଦୂର କରିବାରେ କେମିତି ସହାୟ ହୁଏ ଆସନ୍ତୁ ଜାଣିବା

ENO Beuro

ଆପଣ ଜାଣିଛନ୍ତି କି? ଶୋଇବା ବେଳେ ବାମ କଡ଼ ଲେଉଟାଇ ଶୋଇଲେ କଣ ଲାଭ ମିଳିଥାଏ? ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More