LIFESTYLE

ବଦହଜମି ପାଇଁ ଚିନ୍ତିତ? ଆପଣାନ୍ତୁ ଏହି ସବୁ ପ୍ରାକୃତିକ ଘରୋଇ ଉପାୟ

ବଦହଜମି ଏକ ସାଧାରଣ ରୋଗ । ଖାଇବାରେ ଅନିୟମିତତା, ପାଣି ଠିକରେ ନପିଇବା ଦ୍ଵାରା, ଅତ୍ୟଧିକ ତୈଳ ଯୁକ୍ତ  କିମ୍ବା ମସଲା ରାଗ ଯୁକ୍ତ ଖାଦ୍ୟ ଖାଇଲେ ବଦହଜମି ଭଳି ସମସ୍ୟା ମାନ ଦେଖାଯାଏ । ବଦହଜମି ପାଇଁ ଚିନ୍ତିତ ଯଦି ଆପଣାନ୍ତୁ ଏହି ସବୁ ପ୍ରାକୃତିକ ଘରୋଇ ଉପାୟ

ପ୍ରାକୃତିକ ଘରୋଇ ଉପାୟ-

  • ଦୁଇ ଗ୍ଲାସ ପାଣିରେ ଦୁଇ ଚାମଚ ଧନିଆ ପାଉଡର ଓ ଅଧା ଚାମଚ ଶୁଣ୍ଠି ମିଶାଇ ସକାଳେ ଓ ସନ୍ଧ୍ୟାରେ ପିଆନ୍ତୁ ।
  • ଏକ ଚାମଚର ଚତୁର୍ଥାଂଶ ଶୁଣ୍ଠି, ଏକ ଚାମଚ ପାନମଧୁରୀ ଓ ଅଧା ଚାମଚ ମିଶ୍ରି ମିଶାଇ ସକାଳେ ଓ ସନ୍ଧ୍ୟାରେ ଖାଆନ୍ତୁ ।

man  ବଦହଜମି ବଦହଜମି ପାଇଁ ଚିନ୍ତିତ? ଆପଣାନ୍ତୁ ଏହି ସବୁ ପ୍ରାକୃତିକ ଘରୋଇ ଉପାୟ man

  • ଅଧା ଚାମଚ ବଡ ଅଳେଇଚ ପାଉଡର ଓ ମିଶ୍ରି ମିଶାଇ ସକାଳେ ଏବୋଂ ସନ୍ଧ୍ୟାରେ ଖାଆନ୍ତୁ ।
  • ପ୍ରତିଦିନ ଦୁଇଚାମଚ ଲେମ୍ବୁ ରସରେ ଅଳ୍ପ ଜାଇଫଳ ପାଉଡର ମିଶାଇ ଖାଆନ୍ତୁ ।
  • ଏକ କପ ପାଣିରେ ଏକ ଚାମଚ ଜୀରା ଓ ଏକ ଚାମଚ ପାନମଧୁରୀ ଫୁଟାନ୍ତୁ ଏବୋଂ ଉଷୁମ ଉଷୁମ ପିଅନ୍ତୁ।

ପଢନ୍ତୁ; ପିଜୁଳିପତ୍ରର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ । 

Related posts

ଜଙ୍କଫୁଡ଼ ଖାଦ୍ୟ ଖାଉଛନ୍ତି କି? ଜାଣନ୍ତୁ ଏହାଦ୍ଵାରା କି କି ଅସୁବିଧା ଉପୁଜେ

Krishna Kumar Manoj

ସୌନ୍ଦର୍ଜ୍ୟ ବୃଦ୍ଧିରେ ସହାୟ ମେହେନ୍ଦୀ ବା ହେନା ସ୍ୱାସ୍ଥ୍ୟ ପକ୍ଷେ କେତେ ହିତକର ଆସନ୍ତୁ ଜାଣିବା

Krishna Kumar Manoj

ହିଲ୍ସ ମହିଳାଙ୍କ ଫେସନ୍ , ତେବେ ଆସନ୍ତୁ ଜାଣିବା ହିଲ୍ସରୁ ମହିଳାଙ୍କ ସ୍ଵଭାବ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More