LIFESTYLE

ଘରେ ଝିିଟିପିଟି, ଅସରପା, ମାଛି, ମଶା ଓ ଜୀବାଣୁ ଙ୍କ ଠାରୁ ରକ୍ଷା ପାଇବାପାଇଁ ଜାଣନ୍ତୁ କିଛି ଘରୋଇ ଉପାୟ

ଘରେ ଝିିଟିପିଟି, ଅସରପା, ମାଛି, ମଶା ଓ ଜୀବାଣୁ ଙ୍କ ଠାରୁ ରକ୍ଷା ପାଇବାପାଇଁ ଜାଣନ୍ତୁ କିଛି ଘରୋଇ ଉପାୟ । ଘରେ ବିଷାକ୍ତ ରସାୟନ ବଦଳରେ ପ୍ରାକୃତିକ ଉପାୟ ଆପଣାନ୍ତୁ ।

• ଅଣ୍ଡାର ଖୋଳପାକୁ କିଛି ଉଚ୍ଚରେ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ଅଣ୍ଡା ଗନ୍ଧରେ ଝିିଟିପିଟି ଦୂରକୁ ପଳାନ୍ତି ।

• ଘରେ ମୂଷାର ଉପଦ୍ରବରୁ ରକ୍ଷା ପାଇବା ପାଇଁ ଚାହୁଁଥିଲେ ଘରେ ବିଷାକ୍ତ ରସାୟନ ବଦଳରେ ଯନ୍ତା ବ୍ୟବହାର କରିପାରିବେ ।

• ମାଛିରୁ ରକ୍ଷା ପାଇବାପାଇଁ ଚାହୁଁଥିଲେ ଘରର କବାଟ ସବୁବେଳେ ବନ୍ଦ ରଖନ୍ତୁ । ତଥାପି ଯଦି ଘରକୁ ଆସୁଛନ୍ତି ତେବେ ସୁଗନ୍ଧିତ ତୈଳରେ ଏକ କପଡା ବୁଡାଇ ଘର କବାଟରେ ଟଙ୍ଗାଇ ଦିଅନ୍ତୁ । ଏପରି କଲେ ଘରେ ମାଛି ପଶିବେ ନାହିଁ ।

• ପିଆଜ ରସ ଓଡଷ ମାରିବାର ଏକ ଭଲ ଉପାୟ । ପିଆଜ ରସ ଗନ୍ଧରେ ସେମାନେଙ୍କ ନିଶ୍ୱାସ ପ୍ରଶ୍ୱାସ ବନ୍ଦହୋଇଯାଏ ଏବଂ ସେମାନେ ବହୁତ ଯଲଦି ମରିଯାଆନ୍ତି ।

• କାରପେଟ ତଳେ ଲିମ୍ବପତ୍ର ରଖନ୍ତୁ । ଏପରି କରିବା ଦ୍ୱାରା କୀଟପତଙ୍ଗ ଘରକୁ ଆସିବେ ନାହିଁ ।

• ଅସରପା ଦୂର କରିବା ପାଇଁ କୌଣସି ବିଷାକ୍ତ ରସାୟନ ବ୍ୟବହାର କରିବା ପରିବର୍ତ୍ତେ ଆପଣ ଘରକୁ ନିୟମିତ ବ୍ୟବଧାନରେ ସଫା କରନ୍ତୁ । ଏପରି କଲେ ଅସରପା ଆପଣଙ୍କ ଘରୁ ଦୂରେଇ ରହିବେ ।

• ଅଣ୍ଡା ପେଟିକୁ ଜାଲିଲେ ମଧ୍ୟ ସେ ଧୁଆଁରେ ମଶା ହେବେନି ।

ଘରେ ଝିିଟିପିଟି, ଅସରପା, ମାଛି, ମଶା ଓ ଜୀବାଣୁ ଙ୍କ ଠାରୁ ରକ୍ଷା ପାଇବାପାଇଁ ଜାଣନ୍ତୁ କିଛି ଘରୋଇ ଉପାୟ  ଘରେ ଝିିଟିପିଟି, ଅସରପା, ମାଛି, ମଶା ଓ ଜୀବାଣୁ ଙ୍କ ଠାରୁ ରକ୍ଷା ପାଇବାପାଇଁ ଜାଣନ୍ତୁ କିଛି ଘରୋଇ ଉପାୟ

ଭୁଷୁଡିଲା ବମିଖାଲ ଅଭରବ୍ରିଜ

Related posts

କ୍ୟାନସର ଓ ଟ୍ୟୁମର ରୋଗରୁ ପାଇପାରିବେ ମୁକ୍ତି ! ଜାଣନ୍ତୁ କିପରି ଘରୋଇ ଉପାୟରେ ବଂଚାଇବେ ଜୀବନ

ENO Beuro

ଗଜାବୁଟ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ, ଜାଣନ୍ତୁ ଏହାର କିଛି ଉପକାରିତା

ENO Beuro

” ଖାଇବା ପୂର୍ବରୁ ହାତ ଧୋଇବା ନିହାତୀ ଆବଶ୍ୟକ ” ଜାଣନ୍ତୁ କାରଣ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More