News

ସ୍ୱଚ୍ଛତା,ଉତ୍ତରଦାୟୀ ପାଇଁ ନବୀନଙ୍କ ‘ପୀଠା’

nabin

ଯୋଗ୍ୟ ହିତାଧିକାରୀଙ୍କ ପାଖକୁ ଯିବ ସରକାରୀ ଯୋଜନା

କୌଣସି ସରକାରୀ ଯୋଜନା ବାଟମାରଣା ହେବନି। ଲୋକଙ୍କୁ ସଶକ୍ତ କରିବା ସହିତ ସରକାରୀ ଯୋଜନାର ସ୍ବଚ୍ଛତା ବଜାୟ ରଖିବା ତଥା ଉତ୍ତରଦାୟିତ୍ବ ନିର୍ଧାରଣ ପାଇଁ ସରକାର ‘ପୀଠା’ ନାମ‌ରେ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି।

nabin

ଏହା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରିବା ସହ ସ୍ୱଚ୍ଛତା ଆଣିବା ପାଇଁ ଲକ୍ଷ୍ୟ ରହିଛି । ରାଜ୍ୟ ସରକାରଙ୍କ ଥ୍ରି-ଟି ଅଭିଯାନର ଏହା ମଧ୍ୟ ଏକ ଅଂଶ । ଏହି ଅଭିଯାନରେ ପ୍ରତି ମାସ ୧୫ ରୁ ୨୦ ତାରିଖ ଯାଏଁ କ୍ୟାମ୍ପ ଆୟୋଜନ କରାଯିବ ।

ଏହି ସବୁ କ୍ୟାମ୍ପରେ ଆମ ଏଲଇଡ଼ି, ମିଶନ ଶକ୍ତି, ସୋସିଆଲ ସିକ୍ୟୁରିଟି ଯୋଜନାରେ ଥିବା ମଧୁବାବୁ ଭତା, କଳାକାର ଭତା ଏବଂ ନିର୍ମାଣ ଶ୍ରମିକଙ୍କୁ ସୁବିଧା ଏବଂ ଅନ୍ୟ ବର୍ଗର ଲୋକମାନଙ୍କର ସ୍ଥାନୀୟ ଆବଶ୍ୟକତା କଣ ରହିଛି ସେହି ଅନୁସାରେ କାର୍ଯ୍ୟ ହାତକୁ ନିଆଯିବ ।

ପଢନ୍ତୁ;  ହକି ବିଶ୍ୱ କପ୍‌ : ଆର୍ଜେଣ୍ଟିନା ୩-୦ ରେ ଜିତିଲା

Related posts

‘ମୋ ସାଇକେଲ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ENO Beuro

ବିଜୟ ମାଲ୍ୟାଙ୍କୁ ଝଟକା,ଭାରତୀୟ ବ୍ୟାଙ୍କମାନଙ୍କ ସପକ୍ଷରେ ରାୟ ଶୁଣାଇଲେ ଲଣ୍ଡନ କୋର୍ଟ!

ENO Beuro

ରାଜଧାନୀ ଦିଲ୍ଲୀରେ ମାତ୍ରାଧିକ ପ୍ରଦୂଷଣ ଯୋଗୁଁ ଯମୁନା ଏକ୍ସପ୍ରେସ ୱେରେ ୨୪ଟି ଗାଡି ଦୁର୍ଘଟଣା

ENO Beuro

Leave a Comment