News

ଆଜି ମୋଦିଙ୍କ ଶପଥ ଗ୍ରହଣ: ଶପଥଗ୍ରହଣ ଉତ୍ସବରେ ଯୋଗଦେବେନି ନବୀନ

Mm

ଆଜିଠାରୁ ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ନରେନ୍ଦ୍ର ମୋଦି । ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ସେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ।  ଏଥିପାଇଁ ରାଷ୍ଟ୍ରପତି ଭବନରେ ଭବ୍ୟ ଆୟୋଜନ କରାଯାଇଛି। କିନ୍ତୁ ଏଥିରେ ସାମିଲ୍‌ ହେବେନି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତଥର ଭଳି ଏଥର ମଧ୍ୟ ବିଭିନ୍ନ ପଡୋଶୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନରେନ୍ଦ୍ର ମୋଦି ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି।

ଆଜି ଷୋଡ଼ଶ ବିଧାନସଭାରେ ସଦସ୍ୟମାନେ ଶପଥ ନେବେ। ନବ ନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ ଉତ୍ସବରେ ନବୀନ ଉପସ୍ଥିତ ରହିବେ। ବିଧାୟକଙ୍କ ଶପଥ ଉତ୍ସବ ପାଇଁ ନବୀନ ଦିଲ୍ଲୀ  ଯାଇପାରିବେ ନାହିଁ। ସେଣୁ ସେ ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେଇପାରିବେନାହି ବୋଲି କହିଛନ୍ତି।

ପଢନ୍ତୁ: ରେକର୍ଡ ଧାରାରେ ପାରାଦୀପ ବନ୍ଦର

 

 

Related posts

ପରଲୋକରେ ବିନୋଦ ଖନ୍ନାଙ୍କ ପ୍ରଥମ ପତ୍ନୀ ଗୀତାଞ୍ଜଳି

ENO Beuro

୮୧ଟି ନିବେଶ ଭିତ୍ତିକ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

ନାରୀ ଶକ୍ତି ପୁରସ୍କାର ୨୦୧୮ ପାଇଁ ଆବେଦନ ସମୟସୀମା ନଭେମ୍ବର ୩୦କୁ ବୃଦ୍ଧି

ENO Beuro

Leave a Comment