EnewsOdia.Com

ମୁଖ୍ୟମନ୍ତ୍ରୀ ପାଳିବେନି ନୂଆବର୍ଷ

ପ୍ରତିବର୍ଷ ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ବହୁ ପ୍ରଶଂସକ ଭେଟି ଅଭିନନ୍ଦନ ଜଣାଇଥାନ୍ତି, ନବୀନ ମଧ୍ୟ ସେମାନଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି । ମାତ୍ର ଏଥର ନୂଆବର୍ଷ ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ ବିଖ୍ୟାତ ପ୍ରକାଶକ ତଥା ସମ୍ପାଦକ ସୋନି ମେହେଟ୍ଟାଙ୍କ ପରଲୋକ ଯୋଗୁଁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଶୋକ ପାଳନ କରୁଛନ୍ତି । ଏହି କାରଣରୁ ଆସନ୍ତାକାଲି ନୂଆବର୍ଷ  ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସ ନ ଆସିବା ପାଇଁ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି ।

[penci_related_posts taxonomies=”undefined” title=” ଆହୁରି ପଢନ୍ତୁ  ” background=”” border=”” thumbright=”yes” number=”2″ style=”grid” align=”none” displayby=”cat” orderby=”random।

ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ ତଥା ଗୀତା ମେହେଟ୍ଟାଙ୍କ ସ୍ବାମୀ ସୋନି ମେହେଟ୍ଟାଙ୍କର ଗତ ସୋମବାର ପରଲୋକ ହୋଇଯାଇଛି । ଭିଣୋଇ ସୋନି ମେହେଟ୍ଟାଙ୍କ ସହ ନବୀନ ପଟ୍ଟନାୟକଙ୍କ ସଂପର୍କ ଅତି ନିବିଡ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ  ଗଭୀର ମର୍ମାହତ। ମେହେଟ୍ଟାଙ୍କର ଆତ୍ମା ଶାନ୍ତି ଓ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

ପଢନ୍ତୁ: ଏୟାର ଇଣ୍ଡିଆକୁ ଅସହ୍ୟ ହେଲାଣି ଋଣ ବୋଝ

ସମ୍ବନ୍ଧିତ ଖବର

ଏଥର ହୋଲି ପାଳିବେନି ମୋଦି

Ratnamani Maharana

ଅସ୍ତରଙ୍ଗ ବେଳାଭୂମିରେ ପଡିଛି ୪୮ ଫୁଟର ମୃତ ତିମି

Ratnamani Maharana

ବିଜେପିରେ ଯୋଗ ଦେଲେ ଜଙ୍ଗଲ ଦସ୍ୟୁ ବିରପ୍ପାନଙ୍କ ଝିଅ ବିଦ୍ୟାରାଣୀ

Ratnamani Maharana

ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲିଗଲେ ମୁଖ୍ୟମନ୍ତ୍ରୀ

Ratnamani Maharana

ଶୀତ କମିବ, ୨୫ରୁ କେତେକ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା

Ratnamani Maharana

ଶେଷରେ ଫାଶୀଖୁଣ୍ଟରେ ଝୁଲିଲେ ୪ ନିର୍ଭୟା ଦୋଷୀ

Ratnamani Maharana