POLITICALS

କଣ ରାଜନୀତିରୁ ସନ୍ୟାସ ନେବେ ନବଜୋତ୍ ସିଂହ ସିଦ୍ଧୁ!

Ss

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି  ଉତ୍ତର ପ୍ରଦେଶ ଆମେଠି ଲୋକସଭା ଆସନ ହାରିଛନ୍ତି।  ଉତ୍ତର ପ୍ରଦେଶ ଆମେଠି  ନିଜ ଗଡ଼ ହୋଇଥିଲେ ମଧ୍ୟ ରାହୁଲ ଗାନ୍ଧି ପରାଜୟ ହୋଇଛନ୍ତି। ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସର୍ବଦା ଆଲୋଚନାର ବିଷୟ ବସ୍ତୁ ପାଲଟି ଥିବା ନବଜୋତ୍ ସିଂହ ସିଦ୍ଧୁ ପୁଣି ଫସିଛନ୍ତି ନିଜ କଥା ଜାଲରେ। ଯାହାକି ଏବେ ସୋଶାଲ ମିଡିଆରେ  ଘୁରି ବୁଲୁଛି।

କଂଗ୍ରେସର ଷ୍ଟାର ପ୍ରଚାରକ ତଥା ପଞ୍ଜାବ ସରକାରଙ୍କ ମନ୍ତ୍ରୀ ନବଜୋତ୍ ସିଂହ ସିଦ୍ଧୁ  ରାହୁଲଙ୍କ ପାଇଁ ଗତ ମାସରେ ପ୍ରଚାର କରିଥିଲେ। ଏହି ପ୍ରଚାର ବେଳେ ସେ ଆମେଠିର ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କୁ ଲକ୍ଷ କରି କହିଥିଲେ, ଯଦି ରାହୁଲ ଆମେଠୀ ଲୋକସଭା ଆସନ ହାରିଯିବେ ତାହେଲେ ସେ ନିର୍ବାଚନ ଛାଡ଼ିଦେବେ। ଏବେ ରାହୁଲ ଗାନ୍ଧି ହାରିଯିବା ପରେ ସୋଶାଲ ମିଡିଆରେ ସିଦ୍ଧୁ ରାଜନୀତିରୁ ସନ୍ୟାସ  ନେବେ କି ବୋଲି ଅନେକ ପ୍ରଶ୍ନ କରିଛନ୍ତି।
ପଢନ୍ତୁ: ଟୁଇଟରରେ ନିଜ ନାମରୁ ‘ଚୌକିଦାର’ ହଟାଇଲେ ମୋଦି

Related posts

ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା

ENO Beuro

ଐତିହାସିକ ପଦକ୍ଷେପ: ଦୁଇ ଭାଗ ହେଲା ଜାମ୍ମୁ-କାଶ୍ମୀର

Ratnamani Moharana

ଆମେଥିରେ କଂଗ୍ରେସ ଅଧକ୍ଷ ରାହୁଲଙ୍କ ପଛରେ ସ୍ମୃତି ଇରାନୀ

Ratnamani Moharana

Leave a Comment