ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଅଭିନେତ୍ରୀ ନୟନତାରାଙ୍କ ହାତରେ ଏବେ ଅନେକ ବଡ ବଡ ପ୍ରୋଜେକ୍ଟ ରହିଛି। ବଲିଉଡର କିଙ୍ଗ ଶାହରୁଖ ଖାନ୍ଙ୍କ ସହ ତାଙ୍କର ସବୁଠାରୁ ବଡ ଫିଲ୍ମ ପ୍ରୋଜେକ୍ଟ ‘ଯବାନ’ ମଧ୍ୟ ଆସିବାକୁ ଯାଉଛି।
ଅଭିନୟ ଠାରୁ ଦୂରେଇ ଯାଇ ନିଜ ବ୍ୟକ୍ତିଗତ ଜୀବନ ଉପରେ ଫୋକସ୍ କରିବେ ନୟନ ତାରା । ସେ ନିଜ ଯମଜ ସନ୍ତାନ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ଏବଂ ନୂଆ କରି ମା’ ହେବାର ଅନୁଭୂତିକୁ ଅନୁଭବ କରିବାକୁ ଚାହୁଁଛନ୍ତି। ସେ ନିଜ ପିଲାଙ୍କ ଉପରେ ଧ୍ୟାନ ଦେବାକୁ ଚାହୁଁଥିବା ରିପୋର୍ଟରେ କୁହାଯାଇଛି। ସେ ନିଜର ଯମଜ ପିଲାଙ୍କ ଦାୟିତ୍ୱ ସମ୍ଭାଳିବା ସହ ସ୍ୱାମୀ ବିଘ୍ନେଶଙ୍କ ପ୍ରଡକ୍ସନ ହାଉସ ‘ରାଉଡି ପିକଜର୍ସ’’ର ଦାୟିତ୍ୱ ସମ୍ଭାଳିବେ।
ସୂଚନାନୁସରେ, ଅଭିନେତ୍ରୀ ନୟନତାରାଙ୍କ ହାତରେ ଏବେ ଅନେକ ବଡ ବଡ ପ୍ରୋଜେକ୍ଟ ରହିଛି। ବଲିଉଡର କିଙ୍ଗ ଶାହରୁଖ ଖାନ୍ଙ୍କ ସହ ତାଙ୍କର ସବୁଠାରୁ ବଡ ଫିଲ୍ମ ପ୍ରୋଜେକ୍ଟ ‘ଯବାନ’ ମଧ୍ୟ ଆସିବାକୁ ଯାଉଛି। ଏହି ଫିଲ୍ମରେ ଶାହରୁଖ ଖାନ୍ଙ୍କ ଅପୋଜିଟ୍ରେ ନୟନତାରା ନଜର ଆସିବେ। ସାଉ୍ଥର ପ୍ରସିଦ୍ଧ ନିର୍ଦ୍ଦେଶକ ଏଟଲିଙ୍କ ସହ ସେ ଏଥିରେ କାମ କରୁଛନ୍ତି। ପଠାନ୍ ଭଳି ଶାହରୁଖଙ୍କ ଏହି ଫିଲ୍ମଟି ମଧ୍ୟ ସୁପରହିଟ୍ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।