News

ଆଜି ପ୍ରକାଶ ପାଇବ ନିଟ୍ ପରୀକ୍ଷା ଫଳ

Nee

ଆଜି ପ୍ରକାଶ ପାଇବ ନିଟ ପରୀକ୍ଷା ଫଳ । ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନସ ଟେଷ୍ଟ   ବା ନିଟ୍‌ ପରୀକ୍ଷା ଗତ ୨୦ ତାରିଖରେ ଓଡିଶାରେ ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷ ଓଡିଶାରୁ ୩୭ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି । ସାରା ଭାରତରେ ପାଖାପାଖି ୧୪ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି ।

 

ରେଜଲ୍ଟ ପ୍ରକାଶ ପାଇଲା ପରେ ଛାତ୍ରଛାତ୍ରୀ www.ntaneet.nic.in ମାଧ୍ୟମରେ ନିଜ ନିଜ ରେଜଲ୍ଟ ଦେଖିପାରିବେ । ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଜୁନ୍‌ ୧୩ରୁ ଆରମ୍ଭ ହେବ କାଉନସେଲିଂ । ସର୍ବଭାରତୀୟ ସ୍ତରରେ ଏହି ପରୀକ୍ଷା ମେ ୫ ତାରିଖରେ ଅନୁଷ୍ଠିତ ହୋଇଥିବା ବେଳେ ଓଡିଶାରେ ବାତ୍ୟା ଫନି  ଯୋଗୁଁ ଏହା ମେ ୨୦ ରେ ଅନୁଷ୍ଠିତ ହୋଇଥିଲା । ଓଡିଶା ପାଇଁ ଏହି ପରୀକ୍ଷା ସ୍ୱତନ୍ତ୍ର ଭାବେ ଅନୁଷ୍ଠିତ ହୋଇଥିଲା ।

ପଢନ୍ତୁ: ପ୍ରତି ମାସରେ ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ନବୀନ

Related posts

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁପ୍ରସାଦ ଯାଦବ ଦୋଷୀ, ଜଗନ୍ନାଥ ମିଶ୍ର ନିର୍ଦ୍ଦୋଶ

ENO Beuro

ଆସନ୍ତା ତିନି ବର୍ଷ ମଧ୍ୟରେ ୪୯ଟି କର୍କଟ ଚିକିତ୍ସା କେନ୍ଦ୍ର ଖୋଲିବାକୁ ସରକାରଙ୍କ ଯୋଜନା

ENO Beuro

କର୍ଣ୍ଣାଟକର ଉଡୁପିରେ ଏକ ନୂତନ ବିଶ୍ଵ ରେକର୍ଡ

ENO Beuro

1 comment

ଆଜି ବିଶ୍ଵ ପରିବେଶ ଦିବସ June 5, 2019 at 1:13 pm

[…] ଆଜି ପ୍ରକାଶ ପାଇବ ନିଟ୍ ପରୀକ୍ଷା ଫଳ […]

Leave a Comment