News

Netflix ଲଞ୍ଚ୍‌ କଲା ସବୁଠାରୁ ଶସ୍ତା ମୋବାଇଲ୍‌ ପ୍ଲାନ୍‌

D3a1431a Adf3 11e9 A723 55bad35bb354

ଭାରତରେ ଲଞ୍ଚ ହେଇଛି ସବୁଠୁ ଶସ୍ତା ମୋବାଇଲ ପ୍ଳାନ।  ହଟ୍‌ଷ୍ଟାର୍‌ ମାସକୁ ୨୯୯ଟଙ୍କା ଚାର୍ଜ କରୁଥିବା ବେଳେ ଆମାଜନ୍‌ ଏହାର ଭିଡିଓ ଓ ଷ୍ଟ୍ରିମିଙ୍ଗ୍‌ ସହ ପ୍ରାଇମ୍‌ମେମ୍ବରସିପ୍‌ ପାଇଁ ମାସକୁ ୧୨୯ଟଙ୍କା ଚାର୍ଜ କରୁଛି। ତେବେ ଆମେ ଯେଉଁ ପ୍ଳାନ କଥା କହିବାକୁ ଯାଉଛି ତାହା Netflixର ଅଟେ। ଯାହାର ଦାମ୍‌ ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ମାସିକ ସବ୍‌ସ୍କ୍ରିସନ୍‌ ପ୍ଲାନ୍‌ ୧୯୯ ଟଙ୍କା ରହିଛି। ଏହା କେବଳ ଏସ୍‌ଡିରେ ଷ୍ଟ୍ରିମିଙ୍ଗ୍‌ ହୋଇପାରିବ। ମୋବାଇଲ୍‌ ଓ ଟାବ୍‌ଲେଟ୍‌ ୟୁଜର୍ସମାନେ ଏହାର ଫାଇଦା ଉଠାଇ ପାରିବେ। ବିଶେଷ କରି ଭାରତୀୟ ୟୁଜର୍ସମାନେ ଏହାର ଫାଇଦା ଉଠାଇ ପାରିବେ କାହିଁକି ନା ଏହି ପ୍ଲାନ୍‌ କେବଳ ଭାରତରେ ଉପଲ୍ଲବ୍ଧ।

ଆଜିଠୁ Netflixର ଏହି ପ୍ଲାନ୍‌ ଭାରତରେ ଆରମ୍ଭ ହୋଇଛି। Netflixର ଏହି ଶସ୍ତା ପ୍ଲାନ୍‌ ଆମାଜନ୍‌ର ପ୍ରାଇମ୍‌ ଭିଡିଓ, ହଟ୍‌ଷ୍ଟାର୍‌ ଭଳି ଭିଡିଓ ଷ୍ଟ୍ରିମିଙ୍ଗ୍‌ ପ୍ଲାଟ୍‌ଫର୍ମକୁ ପଛରେ ପକାଇବ ବୋଲି କୁହାଯାଉଛି। Netflixର ଏହି ପ୍ଲାନ୍‌ଟି ବହୁତ ଶସ୍ତା ହୋଇଥିବାରୁ ଏଥିରେ ଟିଭି ସପୋର୍ଟ କରିବ ନାହିଁ। ବର୍ତ୍ତମାନ ପାଇଁ ଏହି ପ୍ଲାନ୍‌ଟି ଟେଷ୍ଟିଂରେ ଥିବାବେଳେ ପରେ ଏହାର ଅନ୍ୟ ପ୍ଲାନ୍‌ ଗୁଡ଼ିକ ଉପଲ୍ଲବ୍ଧ ହେବ।
ପଢନ୍ତୁ: ନିରଞ୍ଜନ ପୂଜାରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌

Related posts

ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ୬ ଘଣ୍ଟିଆ ଚକା ଜାମ୍ !

ENO Beuro

୪୮ ଟ୍ରେନରେ ଯାତ୍ରା ମହଙ୍ଗା, ରେଳବାଇ ଆଣିଲା “ସୁପରଫାଷ୍ଟ” ଶୁଳ୍କ

ENO Beuro

ସମ୍ବଲପୁର ଝିଅ ଅର୍ପିତା ହେଲେ ଗାଲେକ୍ସି ଲିଟିଲ ମିସ୍‌ ୱାର୍ଲଡ

ENO Beuro

Leave a Comment