EnewsOdia.Com

Netflix ଦେଲା ଭାରତୀୟ ୟୁଜର୍ସଙ୍କୁ ଝଟକା

Netflix ଇଣ୍ଡିଆ ନିଜ ଭାରତୀୟ ୟୁଜର୍ସ ମାନଙ୍କୁ ଏକ ବଡ ଝଟକା ଦେଇଛି । ଏଣିକି ଆଉ ମିଳିବନି ଫ୍ରି ସବସ୍କ୍ରିପସନ୍ । ଆଗରୁ Netflix ଆପ୍ ଇନଷ୍ଟଲ କରିବା ପରେ ଗୋଟିଏ ମାସ ପର୍ଯ୍ୟନ୍ତ ଫ୍ରି ସବସ୍କ୍ରିପସନ୍ ମିଳୁଥିଲା । କିନ୍ତୁ Netflix ତରଫରୁ ଏବେ ତାହା ବନ୍ଦ ହେବାକୁ ଯାଉଛି । Netflix ନିଜ ଗ୍ରାହକ ମାନଙ୍କୁ ଆଉ ମାଗଣା ସେବା ଯୋଗାଇବ ନାହିଁ । ବର୍ତ୍ତମାନ ଠାରୁ Netflix ଇନଷ୍ଟଲ କରିବା ପରଠାରୁ ହିଁ ପଇସା ଦେଇ ୟୁଜ୍ କରିବାକୁ ପଡିବ । ଏଥିପାଇଁ ଏବେଠାରୁ Netflix ନିଜ ଆପ୍ ରେ ପ୍ରଚାର ପ୍ରସାର କରିବା ଆରମ୍ଭ କରିଦେଲାଣି ।

ଏବେ Netflix ବ୍ୟବହାର କରିବାକୁ ହେଲେ ସର୍ବନିମ୍ନ ୧୯୯ ଟଙ୍କା ଦେବାକୁ ହେବ । Netflix ର ଫାଷ୍ଟ ୟୁଜର ମାନଙ୍କୁ ପ୍ରଥମ ମାସ ମାତ୍ର ୫ଟଙ୍କା ଦେବାକୁ ହେବ କିନ୍ତୁ ପରେ ବା ଦ୍ୱିତୀୟ ମାସ ଠାରୁ ୧୯୯ ଟଙ୍କାରୁ ଆରମ୍ଭ କରି ୭୯୯ ଟଙ୍କା ପର୍ଯ୍ୟନ୍ତ ପ୍ଲାନର ରିଚାର୍ଜ କରିବାକୁ ପଡିବ ।

ପଢନ୍ତୁ: ଭାରତୀୟ ବିମାନକୁ ଉହାନ ଯିବାକୁ ଅନୁମତି ଦେଉନି ଚୀନ

ସମ୍ବନ୍ଧିତ ଖବର

ଦୀପାବଳି ପାଇଁ ମିଠା ନାଁରେ ତିଆରି ହେଉଛି ଜହର

Ratnamani Maharana

କରୋନା ପାଇଁ ବାତିଲ ହେଲା ମୋଦିଙ୍କ ବାଲାଂଦେଶ ଗସ୍ତ

Ratnamani Maharana

ଆସନ୍ତାକାଲି ବଡ଼ଦିନ : ଆଜି ମଧ୍ୟରାତ୍ରୀରେ ଜନ୍ମନେବେ ପ୍ରଭୁ ଯିଶୁ

Ratnamani Maharana

ଓଡ଼ିଶାରେ ପ୍ରଥମ କରୋନା ରୋଗୀ !

Ratnamani Maharana

ଭୁଲରେ ବିମାନକୁ କ୍ଷେପଣାସ୍ତ୍ର ମାରିଥିବା ସ୍ୱୀକାର କଲା ଇରାନ୍

Ratnamani Maharana

ପାଇଖାନା ଘର ସହ ବରପାତ୍ର ସେଲ୍ଫି ଦେଲେ କନ୍ୟାକୁ ମିଳିବ ୫୧ ହଜାର

Ratnamani Maharana