LIFESTYLE

ଖରାଦିନେ ମଦ୍ୟପାନ କରିଲେ କେଉଁ ସବୁ ରୋଗ ହୋଇଥାଏ ଜାଣନ୍ତୁ ?

ଆଜିକା ସମୟରେ ବହୁତ ଲୋକ ମଦ୍ୟପାନ କରିଥାନ୍ତି । କିଛି ଲୋକ ସଉକରେ ମଦ୍ୟପାନ କରି ଥାଆନ୍ତି ତ କିଛି ଲୋକ ନିଜର ଦୁଃଖ ଯାତନାରୁ ମୁକ୍ତ ହେବାଲାଗି ମଦ୍ୟପାନ କରିଥାନ୍ତି । ଆପଣ ଜାଣିଛନ୍ତି କି ମଦ୍ୟପାନ କରିବା ଦ୍ଵାରା ବିଭିନ୍ନ ରୋଗ ହୋଇଥାଏ ? ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

ମଦ୍ୟପାନ କରିଲେ କେଉଁ ସବୁ ରୋଗ ହୋଇଥାଏ ଜାଣନ୍ତୁ

  • ଖରାଦିନେ ମଦ୍ୟପାନ କରିବା ଦ୍ଵାରା ଦେହ ଗରମ ହୋଇଯାଏ । ଏହା ଶରୀର ପାଇଁ ଭଲ ନୁହଁ । କିନ୍ତୁ ଏହା ପ୍ରକୃତରେ ଶରୀର ପାଇଁ କ୍ଷତିକାରକ ।
  • ହୃଦ୍‌ରୋଗ  ବିଶେଷଜ୍ଞଙ୍କ ମତ  ଅନୁଯାୟୀ   ଦୁଇ  ପେଗ୍‌  ରମ୍‌, ହୁଇସ୍କି ବା  ଭୋଡକା ପିଇଲେ  ଶରୀର  କିଛି ସମୟ  ପାଇଁ  ଗରମ  ହୋଇଯାଏ, କିନ୍ତୁ ପରେ  ଅକସ୍ମାତ୍‌  ମଧୁମେହ  ଓ ରକ୍ତଚାପ  ବଢିଯିବାର  ଆଶଙ୍କା  ବଢିଯାଏ ।
  •  ଏଣୁ ଯେଉଁମାନେ  ମଧୁମେହ  ଓ  ଉଚ୍ଚ ରକ୍ତଚାପ ଜନିତ  ରୋଗରେ ପୀଡ଼ିତ, ସେମାନେ  ଏ ଦୃଷ୍ଟିରୁ  ଗ୍ରୀଷ୍ମ ଋତୁରେ  ମଦ୍ୟପାନରୁ  ନିବୃତ୍ତ  ରହିବା  ଉଚିତ  ବୋଲି କୁହାଯାଏ  ।
  • ଅତ୍ୟଧିକ ଗରମ ହେଲେ ମଧୁମେହ, ହୃଦ୍‌ରୋଗ ଓ  ରକ୍ତଚାପ  ରୋଗର ଶିକାର ହୋଇଥିବା   ରୋଗୀମାନଙ୍କର  ସମସ୍ୟା  ଅଧିକ ବଢ଼ିଥାଏ । କାରଣ  ଏହି ସମୟରେ  ରକ୍ତ  ଗାଢା  ହୋଇଥାଏ ।  ଫଳତଃ   ଶରୀରରେରକ୍ତ  ଧମନିରେ  ଜୋରରେ  ଗତି  କରିପାରେ  ନାହିଁ  । ଏଣୁ ଖରାଦିନେ  ମଦ୍ୟପାନ  ସଂପୂର୍ଣ୍ଣ   ତ୍ୟାଗ  କରିବା ଉଚିତ ।

ପଢନ୍ତୁ ;

ସଲମାନ ଖାନଙ୍କୁ ୫ ବର୍ଷ ଦୋଷୀ ସାବ୍ୟସ୍ତ କଲେ ଯୋଧପୁର ହାଇକୋର୍ଟ

Related posts

ତ୍ୱଚାର ଉଜ୍ଜ୍ୱଳତା ଆଣିବାରେ ସହାୟକ ହୋଇଥାଏ ଘିକୁଆଁରି! ଆସନ୍ତୁ ଜାଣିବା ଏହାର ଅନେକ ଉପକାରୀ ଗୁଣ ସମ୍ପର୍କରେ

ENO Beuro

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ

ENO Beuro

ମୁଖମଣ୍ଡଳ ନୁହେଁ, କେଶରୁ ଜାଣନ୍ତୁ ମହିଳାଙ୍କ ବ୍ୟକ୍ତିତ୍ୱ

ENO Beuro

3 comments

Leave a Comment