LIFESTYLE

କେଉଁ ଖାଦ୍ୟ ଗରମ କରି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଜାଣନ୍ତୁ

ବ୍ୟାକ୍ଟେରିଆ ଅତ୍ୟଧିକ ଗରମ ଓ ଅତ୍ୟଧିକ ଥଣ୍ଡା ଜଳବାୟୁରେ ବଢି ଥାଆନ୍ତି

ସମସ୍ତେ କୁହନ୍ତି ଖାଦ୍ୟ ଗରମ କରି ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକାରୀ । ଡାକ୍ତରଙ୍କ ମତରେ ଖାଦ୍ୟକୁ ଗରମ କଲେ ସେଥିରେ ଥିବା ବ୍ୟାକ୍ଟେରିଆ ମରି ଯାଆନ୍ତି । କିନ୍ତୁ ଏମିତି କିଛି ଖାଦ୍ୟ ଅଛି ଯାହା ଗରମ କଲେ ସେଥିରେ ଟକ୍ସିନ୍ସ ଓ ବ୍ୟାକ୍ଟେରିଆ ବଢି଼ଥାନ୍ତି ଓ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୁଏ । ବ୍ୟାକ୍ଟେରିଆ ଅତ୍ୟଧିକ ଗରମ ଓ ଅତ୍ୟଧିକ ଥଣ୍ଡା ଜଳବାୟୁରେ ବଢିପାରନ୍ତି ।

ଚିକେନ ଓ ଛତୁ :-  ଚିକେନ ଓ ଛତୁକୁ ଗରମ କଲେ ଏଥିରେ ଟକ୍ସିନ୍ସ ଓ ବ୍ୟାକ୍ଟେରିଆ ବଢ଼ିଥାଏ । ଯାହାଦ୍ୱାରା ହଜମ କ୍ରିୟାରେ ସମସ୍ୟା ଦେଖାଯାଏ । ଏହାକୁ କେବେ ବି ଗରମ କରି ଖାଆନ୍ତୁ ନାହିଁ ।

ଅଣ୍ଡା ଓ ଶାଗ :- ଅଣ୍ଡା ଓ ଶାଗକୁ ବାରମ୍ବାର ଗରମ କରନ୍ତୁ ନାହିଁ । କାରଣ ଏହାକୁ ବାରମ୍ବାର ଗରମ କଲେ ଟକ୍ସିନ୍ସର ପରିମାଣ ବଡିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ।

ଆଳୁ :- ଆଳୁକୁ  ଗରମ କଲେ ବ୍ୟାକ୍ଟେରିଆ ବଢିଥାଏ । ଯାହା ଆଳୁକୁ ବହୁତ ବିଷାକ୍ତ କରିଥାଏ । ମନେ ରଖନ୍ତୁ ଆଳୁକୁ ପ୍ରତ୍ୟକ ଥର ଗରମ କଲେ ଏଥିରେ ୨ ଗୁଣ ବ୍ୟାକ୍ଟେରିଆ ବଢିଥାନ୍ତି । ଏହା ଦ୍ଵାରା ଦେହ ଖରାପ ହେବ ।

ଭାତ :- ଭାତକୁ ବାରମ୍ବାର ଗରମ କଲେ ଏଥିରେ ବ୍ୟାକ୍ଟେରିଆ ବହୁ ତୀବ୍ର ଗତିରେ ଜାତ ହୋଇଥାନ୍ତି ।

କେଉଁ ଖାଦ୍ୟ ଗରମ କରି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଜାଣନ୍ତୁ never boiled
ପଢନ୍ତୁ ;

ଆଖି ତଳ କଳା ଦାଗ ଦୂର କରିବା ପାଇଁ ବ୍ୟବହାର କରନ୍ତୁ ଦହି

Related posts

ପ୍ରତିଟି ସମ୍ପର୍କକୁ ସୁଦୃଢ଼ କରିଥାଏ ଆଲିଙ୍ଗନ!

Krishna Kumar Manoj

ଖରାଦିନେ ପ୍ରାକୃତିକ ଉପାୟରେ ଘରକୁ କିପରି ଥଣ୍ଡା ରଖିବେ ଜାଣନ୍ତୁ?

Krishna Kumar Manoj

ସୁଗାର ଫ୍ରି ଖାଦ୍ୟପେୟରେ ସୁଗାର ଅଛି କି ନା, ପରୀକ୍ଷା କରିବା ପାଇଁ ଟିପ୍ସ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More