VASTU

ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ଘରେ ଏହି ୪ଟି ଭୁଲ କରନ୍ତୁ ନାହିଁ,ନ ହେଲେ ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ବଢିପାରେ ମନମାଳିନ୍ୟ

ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ଘରର ମହତ୍ଵ ରହିଛି କାରଣ ଶୋଇବା ଘର ସବୁ ବ୍ୟକ୍ତିଙ୍କ ଜୀବନର ଗୋଟେ ମହତ୍ଵପୂର୍ଣ୍ଣ ଜାଗା । ଏହି ବ୍ୟକ୍ତି ନିଜର ଦିନଜାକ ଥକାନ ଦୂର କରିଥାଏ ।ଦାମ୍ପତ୍ୟ ଜୀବନରେ ପ୍ରେମ ଓ ଖୁସି ପାଇଁ ଶୋଇବା ଘର ମହତ୍ଵପୂର୍ଣ୍ଣ ।ଏଥି ପାଇଁ ଶୋଇବା ଘରେ ଏହି ୪ଟି ଭୂଲ କରନ୍ତୁ ନାହିଁ ଆସନ୍ତୁ ଜାଣିବା ଏହାର କାରଣ କଣ?

ବାସ୍ତୁଶାସ୍ତ୍ର ଅନୁସାରେ, ଶୋଇବା ଘରେ ବେଶିନ ଲଗାନ୍ତୁ ନାହିଁ କାରଣ ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ସନ୍ଦେହ ଆରମ୍ଭ ହେବ ।

ବାସ୍ତୁଶାସ୍ତ୍ର ଅନୁସାରେ ଅତିଥି ଓ ସାଙ୍ଗମାନଙ୍କୁ ଡାଇନିଙ୍ଗ କି ଅତିଥି ଘରେ ବଶେଇବା କାରଣ ଶୋଇବା ଘରେ ବଶେଇବା ଦ୍ଵାରା ନକରାତ୍ମକ ପ୍ରଭାବ ପଡିବ ଯାହାଦ୍ୱାରା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଦୂରତା ବଢିଥାଏ ।

ଶୋଇବା ଘରେ ଆଇନ ଲଗାନ୍ତୁ ନାହିଁ । ଜଦି ଆଇନ ଲଗେଇବା ଜରୁରୀ ଅଛି ଏମିତି ଜାଗାରେ ଅଇନା ଲଗାନ୍ତୁ ବିଛଣାରେ ଆପଣଙ୍କ ଚେହେରା ଦେଖା ନ ଜୀବ।ବିଛଣା ଆଗରେ ଅଇନା ରଖିବା ଦ୍ଵାରା ଆପଣଙ୍କ ଭିତରେ ଥିବା ନକରାତ୍ମକ ଉର୍ଯା ବଢାଇ ଥାଏ ଓ ଆପଣଙ୍କ ଖୁସୀ କୁ କମ କରି ଦିଏ ।

ଆଜିକାଲି ବାକ୍ସ ବାଲା ବେଡ ର ପ୍ରଚଳନ ବହୁତ ହେଉଛି ।ଜଦି ଆପଣ ଏମିତି ବେଡ ବ୍ୟବହାର କରୁଛନ୍ତି ତେବେ ଆପଣ ବାକ୍ସ ରେ କପଡା ରଖନ୍ତୁ ନାହିଁ  ଏହା ଦ୍ଵାରା ସମ୍ପରକରେ ଦୂରତା ବଢିଯିବା ।ବେଡ ତଳେ ଜୋତା କି ଚପଲ ରଖନ୍ତୁ ନାହିଁ ।

ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ଘରେ ଏହି ୪ଟି ଭୁଲ କରନ୍ତୁ ନାହିଁ,ନ ହେଲେ ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ବଢିପାରେ ମନମାଳିନ୍ୟ vastu room 1

ପଢନ୍ତୁ ;

ନାଗକେଶର ଗଛର ମଞ୍ଜିକୁ ଆଲମାରୀ ଲକରରେ ରଖିବା ଦ୍ଵାରା ମିଳିଥାଏ ମା ଲକ୍ଷ୍ମୀଙ୍କ ଅଶେଷ କୃପା

 

Related posts

ହିନ୍ଦୁ ଧର୍ମାନୁସାରେ ଜଣେ ବ୍ୟକ୍ତି ସ୍ନାନ କରିବା ଜରୁରୀ କାହିଁକି ଜାଣନ୍ତୁ ?

ENO Beuro

ଜାଣିରଖନ୍ତୁ ଘରେ ପୂଜା କରିବା ସମୟରେ କେଉଁ ଦିଗପ୍ରତି ଧ୍ୟାନ ଦେବା ଉଚିତ ?

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ସୌନ୍ଦଯ୍ୟ ବଢାଇବା ସହ ନକରାତ୍ମକ ଶକ୍ତିରୁ ରକ୍ଷା କରିଥାଏ ବିନ୍ଦି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More