LIFESTYLE

ଖାଦ୍ୟ ଥଣ୍ଡା ହେଲା ପରେ ପୁଣି ଗରମ କରି ଖାଉଛନ୍ତି କି!! କରନ୍ତୁ ନାହିଁ ଏପରି ଭୁଲ

1ff

ଲନ୍ଚ ହେଉ ବା ଡିନର କରିବା ପରେ ଖାଦ୍ଯ ବଳକା ରହିଯାଏ।ବଳକା ଖାଦ୍ଯ କୁ ଆମେ ଗରମ କରି ଖାଇଥାଉ।ଖାଦ୍ଯ ଗରମ କରିବା ପରେ ତାର କମ୍ପଜିସନ ବଦଳିଯାଏ।ଯାହାକି ଶରୀର ପାଇଁ ଖ୍ଯତିକାରକ।ଆସନ୍ତୁ ସେମିତି କିଛି ଖାଦ୍ୟ।

୧-ଭାତ କୁ ଗରମ କରି ଖାଇଲେ ଫୁଡ ପଇଜନ ହେବାର ସମ୍ଭାବନା ଥାଏ।ଚାଉଳବରେ ଜୀବାଣୁ ଥାନ୍ତି ଯାହା କି ଭାତ ହେଲା ପରେ ମଧ୍ଯ ଜୀବିତ ଥାନ୍ତି। ରୁମ ଟେମ୍ପରେଚର ରେ ତାହା ବ୍ଯାକ୍ଟେରିଆ ରେ ପରିଣତ ହୁଅନ୍ତି।ଏହା କୁ ଗରମ କଲେ ମଧ୍ଯ ସେହି ବିଷାକ୍ତ ଠାରୁ ବନ୍ଚି ପାରିବାନି।

୨-ଫ୍ରିଜ ରେ ରଖିଥିବା ଚିକେନ କୁ ଗରମ କଲେ ତାହାର କମ୍ପଜିସନ ବଦଳିଯାଏ।ତାହା ଖାଇବା ଦ୍ବାରା ପାଚନ ତନ୍ତ୍ର ଖରାପ ହେବାର ସମ୍ଭାବନା ରହିଛି।ଯଦି ବି ଗରମ କରୁଛନ୍ତି ବେଶି ଟେମ୍ପରଚର ରେ ଗରମ କରନ୍ତୁ ନାହିଁ।

୩-ଆଳୁ ଆମ ଦୈନଦିନ ରୁଟିନ ରେ ଥାଏ।ଏହାକୁ କେବେ ରାନ୍ଧିବା ପରେ ଗରମ କରନ୍ତୁ ନାହିଁ।କାରଣ ଏହାକୁ ବାରମ୍ବାର ଗରମ କରିବା ଦ୍ବାରା ଅହାର କମ୍ପଜିସନ ରୁ ଏକ ବ୍ୟାକ୍ଟେରିଆ ଉତପ୍ନ ହୁଏ ଯାହା କି କ୍ଷତିକାରକ ଅଟେ।

୪-ପ୍ରୋଟିନ ରାଜା ଅଣ୍ଡା କୁ ବାରମ୍ବାର ଗରମ କରିବା ଅନୁଚିତ।ଏହା ଶରୀର ପାଇଁ କ୍ଷତିକାରକ।ବାରମ୍ବାର ଗରମ କରିବା ଦ୍ବାରା ସେଥିରେ ଥିବା ପ୍ରୋଟିନ ବିଷାକ୍ତ ହୋଇଯାଏ।ଯାହାକି ପେଟ ସମ୍ବନ୍ଧିୟ ରୋଗ ସୃଷ୍ଟି କରେ।

ପଢନ୍ତୁ: ଏପରି ଭାବେ ଲୁଣର ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

Related posts

ଏବେ ମଣିଷକୁ ମଶା କାମୁଡିଲେ ମରିବେ ମଶା

ENO Beuro

ଅଫିସରେ ମଧ୍ୟାହ୍ନ ଭୋଜନ କରିବା ପରେ ନିଦ ଲାଗୁଛି କି ? ତେବେ ଜାଣନ୍ତୁ ଏହାର କାରଣ କ’ଣ

ENO Beuro

ପିଜୁଳି ପତ୍ର ର ଅବିଶ୍ଵାସନୀୟ ଔଷଧୀୟ ଗୁଣ ଗୁଡିକ ବିଷୟରେ ନଜର ପକାନ୍ତୁ

ENO Beuro

1 comment

ଫାଉଣ୍ଡେସନ ଲଗାଇବା ବେଳେ ଆପଣ ଭୁଲ୍‌ ହେଉଛି କି ? ଜାଣନ୍ତୁ ଲଗାଇବାର ସଠିକ ଉପାୟ September 16, 2019 at 11:18 am

[…] ଖାଦ୍ୟ ଥଣ୍ଡା ହେଲା ପରେ ପୁଣି ଗରମ କରି ଖାଉଛ… […]

Leave a Comment