• Home
  • LIFESTYLE
  • ଏହି ସବୁ ଗୁଣ ଥିବା ଝିଅଙ୍କୁ ଭୁଲରେ ବି ବିବାହ କରନ୍ତୁ ନାହିଁ
LIFESTYLE

ଏହି ସବୁ ଗୁଣ ଥିବା ଝିଅଙ୍କୁ ଭୁଲରେ ବି ବିବାହ କରନ୍ତୁ ନାହିଁ

ମଣିଷ ଜୀବନର ବିବାହ କରିବା ଏକ ମହତ୍ୱ ପୁର୍ଣ କାମ । ଏହା ଏକ ପବିତ୍ର ବନ୍ଧନ । ବାହାଘର ପରେ ଜୀବନରେ ବହୁତ କିଛି ପରିବର୍ତନ ମଧ୍ୟ ଆସିଥାଏ । ଯଦି ଆପଣ କୌଣସି ବି ଝିଅକୁ ବିବାହ କରୁଛନ୍ତି ଓ ସେ କୌଣସି ସଂସ୍କାର ଶିଖିନଥାଏ ତ ଆପଣଙ୍କ ସାରା ଜୀବନ ଦୁଃଖ କଷ୍ଟରେ କଟିଥାଏ ।  ତେବେ ଆସନ୍ତୁ ଜାଣିବା ଏପରି କିଛି ଝିଅଙ୍କ ବିଷୟରେ ଯେଉଁମାନକୁ ବିବାହ କାଲେ ଆପଣଙ୍କ ଜୀବନ ନର୍କ ସହ ସମାନ ହେଇଯାଇଥାଏ ।

କେଉଁ ଝିଅକୁ ବିଭାହ କରିବା ଅନୁଚିତ ଜାଣନ୍ତୁ :-

  • ଏପରି କିଛି ଝିଅ ଥାଆନ୍ତି ଯେଉଁମାନଙ୍କର କଟୁ କଥା ସର୍ବଦା କୁହନ୍ତି । ଏପରି କି  ତାଙ୍କ କଥାରେ କିଛି ସଂଯମତା ନ ଥାଏ । ଏପରି ନାରୀ ସର୍ବଦା ଘରର ଶାନ୍ତି ଭଙ୍ଗ କରି ଅଶାନ୍ତିରେ ରହିବାକୁ ପସନ୍ଦ କରନ୍ତି ।
  • ଏପରି କିଛି ନାରୀ ଅଛନ୍ତି ଯେଉଁମାନେ କି ସକାଳୁ ଅଧିକ ସମୟ ଯାଏ ଶୋଇ ରୁହନ୍ତି ଏମାନକ ସ୍ୱଭାବ ବହୁତ ଅଳସୁଆ ହେଇଥାଏ । ଏମାନେ ଘର ଚଳାଇବାକୁ ଅସମର୍ଥ ହେଇଥାନ୍ତି ।
  • କେବେ ବି ଏପରି କୌଣସି ନାରୀକୁ ବିବାହ କରନ୍ତୁ ନାହିଁ କି ଯାହା ର ସମ୍ପର୍କ ଅନ୍ୟ ପୁରୁଷ ସହିତ ରହିଥାଏ ।  ଏପରି ନାରୀ ଚରିତ୍ର ହୀନ ହେଇଥାନ୍ତି ।  ଏମାନେ ନିଜର ସ୍ୱାର୍ଥ ପାଇଁ   କିଛିଭି କରିପାରନ୍ତି । ଏପରି ନାରୀ କାହାକୁ ଡରନ୍ତି ନାହିଁ ।
  • ଯେଉଁ ନାରୀ ମାନଙ୍କ ମାଙ୍ଗଳିକ ଦୋଷ ଥାଏ ସେମାନଙ୍କୁ ମଧ୍ୟ ବିବାହ କରନ୍ତୁ ନାହିଁ  ।
  • କେବେ ବି ନିଜ ଗୋତ୍ରରେ କୌଣସି ଝିଅକୁ ବିବାହ କରିବା ଅନୁଚିତ ।
  • ଯେଉଁ ଝିଅ ସର୍ବଦା ନିଜର ସ୍ଵାର୍ଥ ଦେଖେ ସେ ଝିଅକୁ ଭୁଲରେ ବି ବିଭାହ କରନ୍ତୁ ନାହିଁ । ସେମାନେ ସବୁବେଳେ ନିଜ କଥା ଚିନ୍ତା କରନ୍ତି ଆଉ କାହା କଥା ଭାବନ୍ତି ନାହିଁ ।

ଏହି ସବୁ ଗୁଣ ଥିବା ଝିଅଙ୍କୁ ଭୁଲରେ ବି ବିବାହ କରନ୍ତୁ ନାହିଁ merrage photo

ପଢନ୍ତୁ ;

ହ୍ରୀତିକ ରୋଷନ ଏହି କଳାକାରଙ୍କ ଉପରେ ହୋଇଛନ୍ତି ଫିଦା

Related posts

ମହିଳାଙ୍କୁ ହାର୍ଟ ଆଟାକ୍‌ ହେଲେ ତାହାର କେତୋଟି ଲକ୍ଷଣ ଉପରେ ଧ୍ୟାନ ଦିଅନ୍ତୁ 

Krishna Kumar Manoj

କଣ ଆପଣଙ୍କ ପିଲାମାନେ ଚିଡ଼ଚିଡ଼ା ସ୍ଵଭାବର ! ତେବେ ଜାଣି ରଖନ୍ତୁ ଏହାର କାରଣ କଣ ହୋଇପାରେ

Krishna Kumar Manoj

ନିଜ ଶରୀରର ଏହି ଅଂଶରେ ତେଲ ଲଗାନ୍ତୁ , ନିରୋଗ ଓ ସ୍ଵାସ୍ଥ୍ୟକର ଜୀବନ ଯାପନ କରନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More