LIFESTYLE

ଦୀର୍ଘ ସମୟ ଧରି ଗୋଡ ଉପରେ ଗୋଡ ରଖି ବସିବା ଦ୍ଵାରା ଦେଖାଦେଇଥାଏ ଅନେକ ସମସ୍ୟା! ଜାଣନ୍ତୁ ?

ଅନେକ ଲୋକ ପସନ୍ଦ କରିଥାନ୍ତି ଗୋଡ  ଉପରେ ଗୋଡ ଛନ୍ଦି ବସିବାକୁ। ଏମିତି ବସିବାଦ୍ଵାରା ଆରାମ ଲାଗିଥାଏ। କିନ୍ତୁ ଆପଣ କ’ଣ ଜାଣନ୍ତି କି ଏଭଳି ବସିଲେ, ଶାରୀରିକ ସମସ୍ୟା ଦେଖା ଦେଇଥାଏ।

ଏପରି ବସିବା ଦ୍ଵାରା ଆପଣଙ୍କର ରକ୍ତ ଚାପ ବୃଦ୍ଧି ପାଇଥାଏ।

ଏହା ଦୀର୍ଘ ସମୟ ଧରି ସମସ୍ୟା ସୃଷ୍ଟି କରିଥାଏ। ଦୀର୍ଘ ସମୟ ଧରି ଗୋଡ ଉପରେ ଗୋଡ ରଖି ବସିଲେ, ଶିରା ଗଣ୍ଠିଗଣ୍ଠିଆ ହୋଇ ଯାଇଥାଏ ।ଏହା ଶରୀରକୁ ଯନ୍ତ୍ରଣା ମଧ୍ୟ ଦେଇଥାଏ।ଏଣୁ କଦାଚିତ୍‌ ଗୋଡ ଉପରେ ଗୋଡ ରଖି ବସିବାରେ ଅଭ୍ୟସ୍ତ ନ ହେବା ପାଇଁ ଚିକିତ୍ସକମାନେ ପରାମର୍ଶ ଦେଇଛନ୍ତି।

ଚିକିତ୍ସକମାନଙ୍କ ମତ ଅନୁସାରେ ଆପଣ ଯେତେବେଳେ ଅଧିକ ସମୟ ଧରି ଜଂଘ ଉପରେ ରଖି ବସନ୍ତି, ସେତେବେଳେ ଆପଣଙ୍କର ମାଂସପେଶୀ ସ୍ଥାଣୁ ଭଳି ହୋଇ ଯାଇଥାଏ । କେତେକ କ୍ଷେତ୍ରରେ ଏହା ସାମୟିକ ଓ ଆଉ କେତେକଙ୍କ କ୍ଷେତ୍ରରେ ଏହା ସ୍ଥାୟୀ ସମସ୍ୟା ସୃଷ୍ଟି କରିଥାଏ ।
ଦୀର୍ଘ ସମୟ ଧରି ଗୋଡ ଉପରେ ଗୋଡ ରଖି ବସିଲେ ନର୍ଭ ପଲ୍‌ସି ଉପୁଜିଥାଏ। ନାଡିର ଗତି ମନ୍ଥର ହୋଇ ଯାଇଥାଏ। ଏଭଳି ପରିସ୍ଥିତି ଉପୁଜେ ଯେ, ଆପଣ ନିଜର ଗୋଡ ଉଠାଇ ଠିଆ ମଧ୍ୟ ହେବାକୁ ଅସମର୍ଥ ହୁଅନ୍ତି।

ଦୀର୍ଘ ସମୟ ଧରି ଗୋଡ ଉପରେ ଗୋଡ ରଖି ବସିବା ଦ୍ଵାରା ଦେଖାଦେଇଥାଏ ଅନେକ ସମସ୍ୟା! ଜାଣନ୍ତୁ ? crosed leg

ପଢନ୍ତୁ;

ମୋବାଇଲ ନମ୍ବର ସହ ଆଧାର କାର୍ଡ଼ ସଂଯୋଗ କରିବା ଦ୍ୱାରା ପାଇପାରିବେ ଅନେକ ସୁବିଧା ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

ଏମିତି ଏକ ସୁସ୍ଵାଦୁ ଫଳର ବୃକ୍ଷ , ଯେଉଁ ବୃକ୍ଷର ସଂପୂର୍ଣ୍ଣ ଅଂଶ ଔଷଧୀୟ ଗୁଣରେ ଭରପୁର

ENO Beuro

ଏହି ସ୍ଥାନରେ ରଖନ୍ତୁ ନାହିଁ ମୋବାଇଲ ଫୋନ୍ ,ନଚେତ୍ ପଡ଼ିପାରନ୍ତି ଅସୁବିଧାରେ!

ENO Beuro

ଆଜିର ଯୁବପିଢୀ ଲିଭ୍ ଇନ୍ ସଂପର୍କକୁ କାହିଁକି ଆପଣାଉଛନ୍ତି ? ଆସନ୍ତୁ ଜାଣିବା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More