LIFESTYLE

ଗରମ ଦିନରେ କେଉଁ ସବୁ ଜୁସ ପିଇବା ଶରୀର ପାଇଁ କ୍ଷତିକାରକ ଜାଣନ୍ତୁ ?

ସମସ୍ତେ ଭାବନ୍ତି ଗରମ ଦିନରେ ଜୁସ ପିଇବା ଶରୀର ପାଇଁ ଭଲ ବୋଲି । କାହିଁକି ନା ଏହି ସମୟରେ ହେଭି ଫୁଡ୍ ଖାଇବାକୁ ଇଚ୍ଛା ହୋଇ ନ ଥାଏ । କିନ୍ତୁ ଗରମ ହେତୁ ଥଣ୍ଡା ପାନୀୟ ପିଇବାକୁ ଇଚ୍ଛା ହୋଇଥାଏ । ଆସନ୍ତୁ ଜାଣିବା କିଛି ଥଣ୍ଡା ପାନୀୟ ବିଷୟରେ ଯାହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ।

ଗରମ ଦିନରେ କେଉଁ ଜୁସ ପିଇବେ ନାହିଁ ଜାଣନ୍ତୁ :-

ମଲାଇ ଲସୀ :- ଦହି ଏବଂ ମଲାଇ ଲସି ଆପଣଙ୍କ ଓଜନକୁ ବୃଦ୍ଧି କରିଥାଏ । ତେଣୁ ଓଜନ କମ୍ କରିବାକୁ ଚାହୁଁଥିଲେ ଏସବୁକୁ ଗ୍ରହଣ କରନ୍ତୁ ନାହିଁ ।

ଚକୋଲେଟ ସେକ୍ :-  ଏକ ଗ୍ଲାସ ଚକୋଲେଟ୍ ସେକରେ ୨୫୦ କାଲୋରି ରହିଥାଏ । ଏହାକୁ ପିଇବା ଦ୍ଵାରା ଆପଣଙ୍କ ଓଜନ ବଢିଥାଏ ।

କଫି :-  ଗରମ ଦିନେ କଫି ପିଇବା ଶରୀର ପାଇଁ ଭଲ ନୁହେଁ । ଏକ କପ୍ କଫିରେ ୨୦୦ କାଲୋରି ଥାଏ ।

ସଫ୍ଟ ଡ୍ରିଙ୍କସ  :-  ବଜାରରେ ମିଳୁଥିବା ୩୩୦ ଏମଏଲ କୋକ ବୋତଲରେ ପ୍ରାୟ ୧୩୯ କାଲୋରି ଥାଏ । ସୁଗାର ମଧ୍ୟ ଅଧିକ ପରିମାଣରେ ଥାଏ । ଓଜନ କମ୍ କରିବାକୁ ଚାହୁଁଥିବା ଲୋକମାନେ ସଫ୍ଟ ଡ୍ରିଙ୍କସ ପିଇବା ଅନୁଚିତ ।

ପଢନ୍ତୁ ;

ନନ୍ଦନକାନନରେ ପ୍ରବେଶ ଶୁଳ୍କ ୫୦ ଟଙ୍କାକୁ ବୃଦ୍ଧି , ଉତ୍କଳ ଦିବସରୁ ଲାଗୁ

Related posts

ରାତିରେ ଲାଇଟ୍ ଜଳାଇ ଶୋଇବା ଶରୀର ପ୍ରତି କ୍ଷତିକାରକ ହୋଇଥାଏ ! ଜାଣନ୍ତୁ କାହିଁକି ?

ENO Beuro

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ

ENO Beuro

ଗାଧୋଇବା ପୂର୍ବରୁ ଏହି ଜିନିଷ ଖାଆନ୍ତୁ ନାହିଁ ? ଅସୁବିଧାରେ ପଡ଼ିପାରନ୍ତି !

ENO Beuro

1 comment

Leave a Comment