ଭୁଲରେ ଏହି ୫ଟି ଭୁଲ କରନ୍ତୁ ନାହିଁ, ହୋଇପାରେ ଅଶୁଭ

ଆମେ ଆମ ବେସ୍ତ ଜୀବନରେ କିଛି ନା କିଛି ଭୁଲ କରି ଥାଉ ଯାହା ଆମେ ଜାଣି ପାରି ନ ଥାଉ ।ଏହି ଭୁଲ ଆମକୁ ଭବିଷ୍ୟତରେ ବହୁତ ଅସୁବିଧାରେ ପକେଇ ଥାଏ।ବେଳେ ବେଳେ ଏମିତି ବି ହୁଏ  ଅଲଗା ବ୍ୟକ୍ତିଙ୍କ ଜିନିଷ ଆମେ ବେବହାର କରି ଥାଉ ଯାହା ବାସ୍ତୁଶାସ୍ତ୍ର ଅନୁସାରେ ଭଲ ନୁହେଁ ମାନଯାଏ ।ବେଳେ ବେଳେ ଏମିତି ବି ହୁଏ ଅଲଗା ବ୍ୟକ୍ତିଙ୍କ ଜିନିଷ ବେବହାର ଦ୍ଵାରା ଆମର ଆର୍ଥିକ ପରିସ୍ଥିତି ଦେଖା ଦିଏ ।

କିଛି ଲୋକଙ୍କୁ କଳା ଘଣ୍ଟା ପିନ୍ଧିବା କୁ ବହୁତ ଇଛା ଥାଏ ତେଣୁ ଅଲଗା କାହାର ଘଣ୍ଟା ପିନ୍ଧିବା କୁ କେବେ ବି କୁଣ୍ଠାବୋଧ କରନ୍ତି ନାହିଁ। ଏମିତି କରିବା ଦ୍ଵାରା ବାସ୍ତୁଶାସ୍ତ୍ର ଅନୁସାରେ ଅଶୁଭ ମନା ଯାଏ କାରଣ ଏମିତି ବି ହୋଇ ପରେ ଆପଣ ଯାହାର ଘଣ୍ଟା ପିନ୍ଧୁଛନ୍ତି ତାଙ୍କର ଖରାପ ବେଳ ଚାଲିଥିବ ତେବେ ତାହାର ଅସର ଆପଣଙ୍କ ଉପରେ ପଡିପାରେ ।

ଅଲଗା ବ୍ୟକ୍ତିଙ୍କ ଡ୍ରେସ ମାଗି କି ପିନ୍ଧିଲେ ବାସ୍ତୁଶାସ୍ତ୍ର ଅନୁସାରେ ଖରାପ ମାନାଯାଏ । ଆପଣଙ୍କ ପାଇଁ ଦୁଖ ଓ ଚିନ୍ତାର କାରଣ ହୋଇପାରେ । ଏଥି ପାଇଁ ଅଲଗା ବ୍ୟକ୍ତିଙ୍କ ଡ୍ରେସ ପିନ୍ଧିବା ଅଶୁଭ ମାନଯାଏ । ଅଲଗା ବ୍ୟକ୍ତିଙ୍କ ବିଛଣା ବେବହାର କରିବାକୁ ଅଶୁଭ ମାନଯାଏ କାରଣ ଏହା ଦ୍ଵାରା ଆପଣଙ୍କ ଉପରେ ନକରାତ୍ମକ ପ୍ରଭାବ ପଡେ ଯାହା ଦ୍ଵାରା ଆପଣଙ୍କ କ୍ଷତି ହୁଏ ।

ଅଲଗା ବ୍ୟକ୍ତିଙ୍କ ରୁମାଲ ବେବହାର କରିବା କୁ ଅଶୁଭ ମାନାଯାଏ କାରଣ ବାସ୍ତୁଶାସ୍ତ୍ର ଅନୁସାରେ ଆଉ କାହାର ରୁମାଲ ବେବହାର କରିବା ଦ୍ଵାରା ଧନ ହାନି ହୁଏ ।ଅଲଗା ବ୍ୟକ୍ତିଠୁ ମନି ଆଣିବା ଅଶୁଭ ମାନାଯାଏ କାରଣ ସେ କେବେ ବି ଉପର କୁ ଉଠି ପାରେନା । ତା ପାଖରେ ସବୁ ବେଳେ ଧନର କମି ଥାଏ।

ପଢନ୍ତୁ ;

ଆପଣଙ୍କ ବାହାଘର ଭାଙ୍ଗି ଯାଉଛି କି ?ଏହି ୭ଟି ଭୁଲ କରନ୍ତୁ ନାହିଁ

 

 

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More