• Home
  • News
  • ଡିଏମକେ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଷ୍ଟାଲିନ
News

ଡିଏମକେ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଷ୍ଟାଲିନ

ଡିଏମ୍‌କେ ମୁଖ୍ୟ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧିଙ୍କ ମୃତ୍ୟୁ ପରେ ଦଳର ମୁଖିଆ ଆସନକୁ ନେଇ ଟଣାଓଟରା ଚାଲିଥିଲା। ଆଜି ଡିଏମକେ ସୁପ୍ରିମୋ କରୁଣାନିଧିଙ୍କ ପୁଅ ଏମ.କେ ଷ୍ଟାଲିନ ଡିଏମକେର ମୁଖ୍ୟଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଚେନ୍ନାଇ ସ୍ଥିତ ଡିଏମକେ ମୁଖ୍ୟ କାର୍ଯ୍ୟାଳୟରେ ଷ୍ଟାଲିନ ଦଳର ଦାୟିତ୍ୱଭାର ସମ୍ଭାଳିବା ପରେ ଆରମ୍ଭ ହୋଇଯାଇଛି ସେଲିବ୍ରେସନ।

stalin ମୁଖ୍ୟ ଡିଏମକେ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଷ୍ଟାଲିନ stalin

ଉଲ୍ଲେଖଯୋଗ୍ୟ,ଚଳିତ ମାସ କରୁଣାନିଧିଙ୍କ ମୃତୁ୍ୟ ପରେ ଏହି ଭାର ସମ୍ଭାଳିଛନ୍ତି ଷ୍ଟାଲିନ। ଦଳର ଜେନେରାଲ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗତ ୧୪ ତାରିଖରେ ବରିଷ୍ଠ ନେତାମାନେ ଷ୍ଟାଲିନ ୱେଟିଂ ପ୍ରିନ୍ସ ବୋଲି କହିବା ପରେ ଷ୍ଟାଲିନ ଦ୍ୱିତୀୟ ସଭାପତି ହେବା ନେଇ ରାସ୍ତା ପରିଷ୍କାର ହୋଇସାରିଥିଲା । ତେବେ ଜେନେରାଲ କାଉନସିଲ ବୈଠକରେ ୬୫ ଜିଲ୍ଲାର ଦଳୀୟ ସମ୍ପାଦକ ଏହି ପଦବୀ ପାଇଁ ଷ୍ଟାଲିନଙ୍କ ନାମ ପ୍ରସ୍ତାବ ଦେଇଥିଲେ।

ପଢନ୍ତୁ; ‘ମୁଁ ହିରୋ, ମୁଁ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Related posts

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା,ଯାତାୟାତ ଠପ୍‍

Krishna Kumar Manoj

ଧାମରାରେ ପ୍ରତିଷ୍ଠା ହେବ ବାଣିଜ୍ୟିକ ବିମାନ ବନ୍ଦର

Krishna Kumar Manoj

ଟିଭି ସାମ୍ବାଦିକାଙ୍କୁ ଗଳା କାଟି ହତ୍ୟା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More