Loading...

ଆଜିଠୁ ଆରମ୍ଭ ହେଲା ନୂଆ ଶିକ୍ଷାବର୍ଷ

ଆଜିଠୁ ଆରମ୍ଭ ହେଲା ନୂଆ ଶିକ୍ଷାବର୍ଷ

୨୦୨୩-୨୪ ଶିକ୍ଷାବର୍ଷ ଆଜିଠୁ ଆରମ୍ଭ ହୋଇଛି । ୨୦୨୩-୨୪ ଶିକ୍ଷାବର୍ଷରେ ପୂର୍ଣ୍ଣାଙ୍ଗ ସିଲାବସ୍‌ରେ ପିଲାମାନଙ୍କୁ ଶିକ୍ଷାଦାନ କରାଯିବ।

୨୦୨୩-୨୪ ଶିକ୍ଷାବର୍ଷ ଆଜିଠୁ ଆରମ୍ଭ ହୋଇଛି । ୨୦୨୩-୨୪ ଶିକ୍ଷାବର୍ଷରେ ପୂର୍ଣ୍ଣାଙ୍ଗ ସିଲାବସ୍‌ରେ ପିଲାମାନଙ୍କୁ ଶିକ୍ଷାଦାନ କରାଯିବ। କୋଭିଡ୍‌ ପୂର୍ବବର୍ତ୍ତୀ ସମୟରେ ଯେଉଁଭଳି ପାଠପଢ଼ା ହେଉଥିଲା ପୁଣିଥରେ ସେଭଳି ଢାଞ୍ଚାରେ ଚାଲିବ।ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ସରକାରୀ ବିଦ୍ୟାଳୟର ପ୍ରଥମରୁ ୮ମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚାଇବା ଦିଗରେ ପଦକ୍ଷେପ ନିଆଯାଇଛି। ଆଜି ସୁଦ୍ଧା ସମସ୍ତ ବ୍ଲକ ପଏଣ୍ଟ ଓ ଅଧିକାଂଶ ସ୍କୁଲରେ ଆବଶ୍ୟକୀୟ ପାଠ୍ୟପୁସ୍ତକ ପହଞ୍ଚିଯାଇଛି।ଏପ୍ରିଲ ୩ରୁ ୮ ମଧ୍ୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ଧାର୍ଯ୍ୟ ସମୟ ମଧ୍ୟରେ ଯଦି କୌଣସି ପିଲା ନାମଲେଖାଇ ନ ପାରନ୍ତି ତେବେ ୮ ତାରିଖ ପରେ ମଧ୍ୟ ନାମଲେଖା ଲାଗି ସେମାନଙ୍କୁ ସୁଯୋଗ ଦିଆଯିବ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.