ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପକୁ ଆହୁରି ଲୋକପ୍ରିୟ କରାଇବା ପାଇଁ କମ୍ପାନୀ ଦିନକୁ ଦିନ ନୂଆ ନୂଆ ଆକର୍ଷଣୀୟ ଫିଚର ଆଣୁଛି। ୟୁଜର୍ସଙ୍କ ସୁବିଧାକୁ ଦେଖି ହ୍ୱାଟ୍ସଆପରେ ନୂଆ ଫିଚର ଯୋଡ଼ୁଛି କମ୍ପାନୀ। ଏବେ ହ୍ୱାଟ୍ସଆପରେ ଏକ ନୂଆ ଫିଚର ଆସିବାକୁ ଯାଉଛି।
ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପକୁ ଆହୁରି ଲୋକପ୍ରିୟ କରାଇବା ପାଇଁ କମ୍ପାନୀ ଦିନକୁ ଦିନ ନୂଆ ନୂଆ ଆକର୍ଷଣୀୟ ଫିଚର ଆଣୁଛି। ୟୁଜର୍ସଙ୍କ ସୁବିଧାକୁ ଦେଖି ହ୍ୱାଟ୍ସଆପରେ ନୂଆ ଫିଚର ଯୋଡ଼ୁଛି କମ୍ପାନୀ। ଏବେ ହ୍ୱାଟ୍ସଆପରେ ଏକ ନୂଆ ଫିଚର ଆସିବାକୁ ଯାଉଛି। ଯେଉଁଥିରେ ଗ୍ରୁପ ଚାଟ୍ ପାଇଁ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା। ବର୍ତ୍ତମାନ ଏହି ଫିଚର ବିଟା ଟେଷ୍ଟିଂ ମୋଡରେ ରହିଛି। ଏହା ସଫଳ ହେଲେ ଲାଗୁ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ହ୍ୱାଟ୍ସଆପରେ ଗ୍ରୁପ୍ ଚାଟ କଲେ ଗ୍ରୁପ ସଦସ୍ୟଙ୍କର ନମ୍ବର କିମ୍ବା ସେଭ୍ ଥିବା ନାଁ ଦେଖାଯାଏ। ହେଲେ ଏବେ ଚାଟ୍ ସହ ଗ୍ରୁପ ସଦସ୍ୟଙ୍କର ଫଟୋ ବି ଦେଖାଯିବ। ଅର୍ଥାତ୍ ଗ୍ରୁପରେ ମେସେଜ କରିବା କିମ୍ବା ରିପ୍ଲାଏ କରୁଥିବା ବ୍ୟକ୍ତିଙ୍କ ଫଟୋ ମଧ୍ୟ ଅନ୍ୟ ସଦସ୍ୟମାନଙ୍କୁ ଦେଖାଯିବ। ଏହାଦ୍ୱାରା ଆପଣ ମେସେଜ ପଠାଇଥିବା ବ୍ୟକ୍ତିଙ୍କୁ ସହଜରେ ଚିହ୍ନିପାରିବେ। ଅନେକ ସମୟରେ ସମାନ ନାମ ଥିବା ବ୍ୟକ୍ତିଙ୍କୁ ଚିହ୍ନିବାରେ ଦ୍ୱଦ୍ୱ ଉପୁଜିଥାଏ। କିନ୍ତୁ ଏହି ଅପଡେଟ୍ ପରେ ଗ୍ରୁପର ସଦସ୍ୟଙ୍କ ମେସେଜ୍ ସହ ତାଙ୍କୁ ଚିହ୍ନିବି ପାରିବେ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।