Entertainment

ରିଲିଜ ହେଲା ହ୍ୟୁମାନ ସାଗରଙ୍କ କଣ୍ଠରେ ଆଉ ଏକ ହୃଦୟସ୍ପର୍ଶୀ ଗୀତ ‘ହୃଦୟ ହୀନା କୁ ଦେଲି ହୃଦୟ’

Enewsodia ପ୍ରତ୍ୟେକଟି ପର୍ବ ପର୍ବାଣୀ ଏବଂ ଯାନି ଯାତ୍ରାରେ ଆପଣଙ୍କୁ ନୂଆ ନୂଆ ମନଛୁଆଁ ଗୀତ ଭେଟିଦିଏ । ଯାହା ପ୍ରତ୍ୟେକଟି ହୃଦୟକୁ ଛୁଇଁଯାଏ । ନିକଟରେ ପୁଣିଥରେ ଠିକ ସେହିଭଳି ଏକ ହୃଦୟସ୍ପର୍ଶୀଗୀତ ରିଲିଜ ହୋଇଛି ‘ହୃଦୟ ହୀନା କୁ ଦେଲି ହୃଦୟ’। ଏହି ଗୀତଟିର ଷ୍ଟୂଡିଓଭର୍ସନ  enewsodia ୟୁଟୁବ ଚ୍ୟାନଲରେ ରିଲିଜ ହୋଇଛି।

ଗୀତଟିରେ କଣ୍ଠ ଦାନ କରିଛନ୍ତି ଓଲିଉଡର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର। ଏହି ଗୀତଟିର ନିର୍ଦେଶନା ଭାର ତୁଳାଇଛନ୍ତି ଜିତ ବରାଳ ଏବଂ ଲିରିକ୍ସ ଦେଇଛନ୍ତି ସଂଗ୍ରାମ କେସରୀ।

ଏହି ମନଛୁଆଁ ଗୀତର ପ୍ରଯୋଜନାରେ ଅଛନ୍ତି ଅଭିନାଶ ପରିଡା।

ପଢନ୍ତୁ; ଆଜି ହିଁ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ‘ଚାଉଳ ପକୁଡ଼ି’

Related posts

ଏଥର ନୂଆ ରୂପରେ ଦେଖିବାକୁ ପାଇବେ ଲାରା ଦତ୍ତଙ୍କୁ

ENO Beuro

ହାସ୍ୟ ଅଭିନେତା କପିଲଙ୍କୁ ଆଉ ଏକ ଝଟ୍‌କା

ENO Beuro

ବୃଦ୍ଧାଶ୍ରମରେରେ ଜନ୍ମଦିନ ପାଳିଲେ ଆକାଶ

ENO Beuro

Leave a Comment