ଖଡ଼ାଶାଗ ବିକିବାକୁ ‘ଅଡି’ କାର୍ ଚଢ଼ି ଯାଉଛନ୍ତି କେରଳ କୃଷକ
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
Loading...
ବିବିସି ପ୍ରସ୍ତୁତକାରୀ ବିବାଦୀୟ ଫିଲ୍ମକୁ ନେଇ ବିଶ୍ୱବିଦ୍ୟାଳୟରେ ହଙ୍ଗମା ହେବା ପରେ ଏମିତି ଏକ ନିୟମ ଆସିଥିବା କୁହାଯାଉଛି। ବିଶ୍ୱିବଦ୍ୟାଳୟର ଏହି ନୂଆ ନିୟମକୁ ଏବିଭିପି ସ୍ୱାଗତ କରିଛି।
ଜେଏନ୍ୟୁ ବିଶ୍ବବିଦ୍ୟାଳୟ ପରିସରରେ - ବିଶ୍ୱବିଦ୍ୟାଳୟରେ ସୃଷ୍ଟି ହେଉଥିବା ବିଭିନ୍ନ ପ୍ରକାରର ଆନ୍ଦୋଳନ ଓ ହିଂସାକାଣ୍ଡ ପାଇଁ ନୂଆ ଏକ ନିୟମ ଜାରିକରିଛି ବିଶ୍ୱବିଦ୍ୟାଳୟ। ଧାରଣା ଦେଲେ ୨୦ ହଜାର ଓ ହିଂସାକାଣ୍ଡ ହିଂସାକାଣ୍ଡ କଲେ ଆଡ୍ମିସନ୍ ରଦ୍ଦ ଅଥବା ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନେ ଦେବେ ବୋଲି ହେବାନେଇ ସ୍ପଷ୍ଟ କରିଛି ବିଶ୍ୱବିଦ୍ୟାଳୟ। ୧୦ ପୃଷ୍ଠାସମ୍ବଳିତ ଏହି ‘ଜେଏନ୍ୟୁ ଶିକ୍ଷାର୍ଥୀମାନଙ୍କ ପାଇଁ ଶୃଙ୍ଖଳା ନିମୟ ଓ ଶିଷ୍ଟ ଆଚରଣ’ରେ ପ୍ରତିବାଦ ଏବଂ ଜାଲିଆତି ଭଳି ବିଭିନ୍ନ ପ୍ରକାରର କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକାର ଦଣ୍ଡବିଧାନ କରାଯାଇଛି।
ସୂଚନାନୁସାରେ, ବିବିସି ପ୍ରସ୍ତୁତକାରୀ ବିବାଦୀୟ ଫିଲ୍ମକୁ ନେଇ ବିଶ୍ୱବିଦ୍ୟାଳୟରେ ହଙ୍ଗମା ହେବା ପରେ ଏମିତି ଏକ ନିୟମ ଆସିଥିବା କୁହାଯାଉଛି। ବିଶ୍ୱିବଦ୍ୟାଳୟର ଏହି ନୂଆ ନିୟମକୁ ଏବିଭିପି ସ୍ୱାଗତ କରିଛି।
Shakespeare, in the beautiful garden, among the party. Some of the hall: in fact she was ever to.
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।