Entertainment

ରିଲିଜ ହେଲା ନୂଆ ମଜାଦାର ଗୀତ “ତୋ ପାଖରେ ନାହିଁ ଚାରେଣା”

ENEWSODIA ତରଫରୁ ମୁକ୍ତିଲାଭ କରିଛି ଏକ ମଜାଦାର ଗୀତ “ତୋ ପାଖରେ ନାହିଁ ଚାରେଣା”। ଗୀତଟିର ଷ୍ଟୁଡିଓ ଭର୍ସନ୍ ରିଲିଜ୍ ହୋଇଛି। ଏହି ଗୀତରେ କଣ୍ଠଦାନ କରିଛନ୍ତି ନୂଆ ଗାୟିକା ଦେବସ୍ମିତ ମହାନ୍ତି।

ଏହି ଗୀତଟିର ନିର୍ଦେଶନା ଦେଇଛନ୍ତି ଓଡିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ତଥା ଗାୟକ ମାନସକୁମାର। ଏବଂ ଏହି ଗୀତର ଲିରିକ୍ସ ଦେଇଛନ୍ତି ରାଜେସ କୁମାର।

ଏହି ମଜାଦାର ଗୀତଟିର ପ୍ରଯୋଜନାରେ ଅଛନ୍ତି ଦୀପକ ଜେନା।

ପଢନ୍ତୁ; ଓଡିଶାରେ ଚହଳ ସୃଷ୍ଟି କଲା ମାନସ କୁମାରଙ୍କ ଗୀତ “ତିତିଲ୍ ଉଡେଇନେଲା ଇଟିଲି” ଦେଖନ୍ତୁ ଏହାର ଷ୍ଟୁଡିଓ ଭର୍ସନ

Related posts

୧୩ ବର୍ଷ ପରେ ‘ପ୍ରେମୀ ନଂ ୧’ ପୁଣି ଫେରିଛି ରୂପେଲି ପରଦାକୁ

ENO Beuro

୨୧ ବର୍ଷ ସାନ ପ୍ରେମିକାଙ୍କୁ ଦିତୀୟ ବିବାହ କଲେ ହିମେସ୍ ରେଶମିଆ

ENO Beuro

ରିଲିଜ ହେଲା ଅସୀମା ପଣ୍ଡାଙ୍କ କଣ୍ଠରେ ଆଉ ଏକ ହୃଦୟସ୍ପର୍ଶୀ ଗୀତ “ତୁ କେଡେ ସ୍ଵାର୍ଥପର ତୁ”

ENO Beuro

Leave a Comment