Entertainment

ରିଲିଜ ହେଲା ମଣ୍ଟୁ ଛୁରିଆ ଏବଂ ଅସୀମା ପଣ୍ଡାଙ୍କ କଣ୍ଠରେ ଏକ ମଜାଦାର ଗୀତ ‘Tiktok ରଙ୍ଗବତୀ’

ଓଡିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ବୈଦ୍ୟନାଥ ଦାଶଙ୍କ ନିର୍ଦେଶନାରେ ଏକ ମଜାଦାର ଗୀତ ENEWSODIA ୟୁଟ୍ୟୁବ ଚ୍ୟାନଲରେ ରିଲିଜ ହୋଇଛି। ଏହି ଗୀତଟିର ଟାଇଟେଲ ରହିଛି “ଟିକଟକ ରଙ୍ଗବତୀ”।

ଗୀତଟିରେ କଣ୍ଠ ଦାନ କରିଛନ୍ତି ଓଲିଉଡର ଲୋକପ୍ରିୟ ଗାୟକ ମଣ୍ଟୁ ଛୁରିଆ ଏବଂ ତାଙ୍କ ସହ ତାଳରେ ତାଳ ମିଶାଇଛନ୍ତି ଗାୟିକା ଅସୀମା ପଣ୍ଡା। ଏହି ଗୀତଟିରେ ଲିରିକ୍ସ ଦେଇଛନ୍ତି ଡଃ ନିର୍ମଳ ନାୟକ।

ଏହି ମନଛୁଆଁ ମଜାଦାର ଗୀତର ପ୍ରଯୋଜନାରେ ଅଛନ୍ତି ଦୀପକ ଜେନା।

ପଢନ୍ତୁ; ରିଲିଜ ହେଲା ହ୍ୟୁମାନ ସାଗରଙ୍କ କଣ୍ଠରେ ଆଉ ଏକ ହୃଦୟସ୍ପର୍ଶୀ ଗୀତ ‘ହୃଦୟ ହୀନା କୁ ଦେଲି ହୃଦୟ’

Related posts

ଫିଲ୍ମ ଫ୍ରାଇଡେ: ପରଦାକୁ ଆସିଲା ‘ଏକ୍ ଲଡକୀ କୋ ଦେଖା ତୋ ଏସା ଲଗା’ ଫିଲ୍ମ

ENO Beuro

ଓଡିଶାରେ ଚହଳ ସୃଷ୍ଟି କଲା ମାନସ କୁମାରଙ୍କ ଗୀତ “ତିତିଲ୍ ଉଡେଇନେଲା ଇଟିଲି” ଦେଖନ୍ତୁ ଏହାର ଷ୍ଟୁଡିଓ ଭର୍ସନ

ENO Beuro

ହ୍ରୀତିକ ରୋଷନ ଏହି କଳାକାରଙ୍କ ଉପରେ ହୋଇଛନ୍ତି ଫିଦା

ENO Beuro

Leave a Comment