News

ଜୋରିମାନା ଆଦାୟରେ ଓଡ଼ିଶାର ଧମାଲ

Untitled 1

ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟରଯାନ ଆଇନ ସାରା ଦେଶରେ ମୁଖ୍ୟ ପ୍ରସଙ୍ଗ ରହିଛି। ସାରା ଦେଶରୁ ଖବର ଆସୁଛି ଲୋକଙ୍କୁ ହଜାର ହଜାର ଟଙ୍କାର ଜୋରିମାନା ଭରିବାକୁ ପଡ଼ୁଛି। ତେବେ ଏଥିରେ ସବୁଠାରୁ ଆଗରେ ଅଛି ଆମ ରାଜ୍ୟ ଓଡ଼ିଶା । ତେବେ ଜୋରିମାନା ଆଦାୟରେ ଦୁଇଟି ରାଜ୍ୟ ଓଡ଼ିଶା ଓ ହରିୟାନା ଆଗୁଆ ରହିଛି । ସେପ୍ଟେମ୍ବର ୧ରୁ ୪ ମଧ୍ୟରେ ଏହି ଦୁଇଟି ରାଜ୍ୟରୁ ମୋଟ ୧ କୋଟି ୪୧ ହଜାର ଟଙ୍କା ଜରିମାନା ଆକାରରେ ଆଦାୟ ହୋଇଛି । ଏହି ୪ ଦିନରେ ଓଡ଼ିଶାରେ ମୋଟ ୪୦୮୦ଟି ଚାଲାଣ କଟାଯାଇ ମୋଟ ୮୮ ଲକ୍ଷ ୯୦ ହଜାର ଟଙ୍କା ଆଦାୟ ହୋଇଛି । ଏହା ସହିତ ୪୬ଟି ଗାଡି ଜବତ ହୋଇଛି । ଗତକାଲି ଅର୍ଥାତ ୪ ତାରିଖରେ କଟକ-ଭୁବନେଶ୍ୱର ଦ୍ୱୈତ ନଗରୀରେ ମୋଟ ୧୧୫୪ଟି ଚାଲାଣ କଟାଯାଇ ମୋଟ ୮,୧୬,୫୦୦ ଟଙ୍କା ଆଦାୟ ହୋଇଛି ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ୪ ଦିନରେ ଓଡ଼ିଶାରେ ମୋଟ ୪୦୮୦ଟି ଚାଲାଣ କଟାଯାଇ ମୋଟ ୮୮ ଲକ୍ଷ ୯୦ ହଜାର ଟଙ୍କା ଆଦାୟ ହୋଇଛି । ଏହା ସହିତ ୪୬ଟି ଗାଡି ଜବତ ହୋଇଛି । ଗତକାଲି ଅର୍ଥାତ ୪ ତାରିଖରେ କଟକ-ଭୁବନେଶ୍ୱର ଦ୍ୱୈତ ନଗରୀରେ ମୋଟ ୧୧୫୪ଟି ଚାଲାଣ କଟାଯାଇ ମୋଟ ୮,୧୬,୫୦୦ ଟଙ୍କା ଆଦାୟ ହୋଇଛି ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Motor Vehicle Act 750x430

ସରକାରଙ୍କ କହିବା ଅନୁଯାୟୀ, ଏଭଳି ଜୋରିମାନା  ଲାଗୁ କରିବାରେ ବହୁତ ଫାଇଦା ଅଛି। ନାବାଳକମାନଙ୍କୁ ଗାଡ଼ି ଦେଉଥିବା ଗାଡ଼ି ମାଲିକ ବା ଅଭିଭାବକମାନଙ୍କୁ ୨୫ ହଜାର ଟଙ୍କା ଯାଏ ଜୋରିମାନା ଏବଂ ୩ ବର୍ଷ ଯାଏ ଜେଲ ପରି ନିଷ୍ପତ୍ତି ସମୟପୋଯୋଗୀ ବୋଲି ସରକାର କହିଛନ୍ତି।

ପଢନ୍ତୁ: ସେସୁର ମାଷ୍ଟର ପ୍ଲାନ୍, ବିଦ୍ୟୁତ୍ ଚୋରି ସଂକ୍ରାନ୍ତରେ ଖବର ଦେଲେ ମିଳିବ ପୁରସ୍କାର

Related posts

ଡିପ୍‌ ଡିପ୍ରେସନ୍‌ ରୂପ ନେଲା ଲଘୁଚାପ: ଆଗାମୀ ୪୮ ଘଣ୍ଟା ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Ratnamani Moharana

ନାମାଙ୍କନ ପତ୍ର ଦାଖଲ୍ କଲେ ରାହୁଲ ଗାନ୍ଧି

Ratnamani Moharana

ଓଡିଶା ଆସିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌

ENO Beuro

1 comment

Leave a Comment