Movie News

ନୂଆ ନୃତ୍ୟ ଭିତ୍ତିକ ଚଳଚ୍ଚିତ୍ର କ୍ରୀଷ୍ଣା – ଷ୍ଟୋରି ଅଫ ଏ ଡ଼ାନ୍ସର

ନୂଆ ନୃତ୍ୟ ଭିତ୍ତିକ ଚଳଚ୍ଚିତ୍ର କ୍ରୀଷ୍ଣା – ଷ୍ଟୋରି ଅଫ ଏ ଡ଼ାନ୍ସର

ନୂଆ ନୃତ୍ୟ ଭିତ୍ତିକ ଚଳଚ୍ଚିତ୍ର କ୍ରୀଷ୍ଣା – ଷ୍ଟୋରି ଅଫ ଏ ଡ଼ାନ୍ସର

ପ୍ରିନ୍ସ ପ୍ରଡ଼କସନ ପିକ୍ଚର ପ୍ରେଜେନ୍ଟ୍ସ ବ୍ୟାନର ଦ୍ଵାରା ପ୍ରସ୍ତୁତ ନୂଆ ଓଡିଆ ଚଳଚ୍ଚିତ୍ର କ୍ରୀଷ୍ଣା । ଏହି କାହାଣୀଟି ଏକ ନୃତ୍ୟଶିଳ୍ପୀର ଜୀବନ ଉପରେ ଆଧାରିତ ।

ଚଳଚ୍ଚିତ୍ର – କ୍ରୀଷ୍ଣା

ବ୍ୟାନର – ପ୍ରିନ୍ସ ପ୍ରଡ଼କସନ ପିକ୍ଚର ପ୍ରେଜେନ୍ଟ୍ସ

ପ୍ରଯୋଜକ, ନିର୍ଦେଶକ – କ୍ରୀଷ୍ଣା ରେଡ୍ଡୀ

ସଙ୍ଗୀତ ନିର୍ଦେଶନା – କ୍ରୀଷ୍ଣା ରେଡ୍ଡୀ ଓ ସାଇ ଲଖନ

ଗୀତିକାର – କୁମାର ଶ୍ରୀ ସାହୁ

ଅଭିନୟରେ – କ୍ରୀଷ୍ଣା ରେଡ୍ଡୀ, ସୁରୟମୟୀ, ସୋମେଶ୍ଵର ରେଡ୍ଡୀ

ଚଳଚ୍ଚିତ୍ର କ୍ରୀଷ୍ଣା କାହାଣୀ :

କାହାଣୀର ନାୟକ (କ୍ରୀଷ୍ଣା) ଜଣେ ଗରୀବ ଘରର ପିଲା । ତା’ର ସ୍ଵପ୍ନ ହେଲା ନୃତ୍ୟ, ଗାଁରେ କିନ୍ତୁ ତାର ମୂଲ୍ୟକୁ କେହି ବୁଝନ୍ତି ନାହିଁ । ଶେଷରେ ଗାଁ’ର ଟାହିଟାପରାକୁ ସାହି ନପାରି ବାଧ୍ୟ ହେଇ ନିଜର ପରିଚୟ ତିଆରି କରିବାକୁ ସହରକୁ ଆସେ । ସେଠିବି ତା’ର ପରିସ୍ଥିତି ସେଇଆ ହୁଏ । ଦାରିଦ୍ରତା ପାଇଁ ତାକୁ କୌଠି ବି ସୁଯୋଗ ମିଳେଣି । କିନ୍ତୁ ପରିସ୍ଥିତି ସବୁବେଳେ ସମାନ ନଥାଏ । ଦୁନିଆରେ ଆଜି ବି ଭଲ ଲୋକ ଅଛନ୍ତି । ସେମିତି କିଛି ମଣିଷ ମାନଙ୍କୁ ନେଇ କ୍ରୀଷ୍ଣା ତିଆରି କରେ ନିଜର ପରିଚୟ ଏବୋଂ ପାଲଟେ ଓଡିଶା ପାଇଁ ଗର୍ବ ଓ ଗୌରବ ।

ନୂଆ ନୃତ୍ୟ ଭିତ୍ତିକ ଚଳଚ୍ଚିତ୍ର କ୍ରୀଷ୍ଣା – ଷ୍ଟୋରି ଅଫ ଏ ଡ଼ାନ୍ସର

ପଢନ୍ତୁ, ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଆତ୍ମବିଶ୍ୱାସର ସହ ଅଗକୁ ବଢ – ମୁଖ୍ୟମନ୍ତ୍ରୀ କହିଲେ ମନର କଥା

Related posts

“Mitha Mitha” Upcoming Odia Movie Of 2016

Jitendra

Galpa Nuhein Alpa Dinara Premiere Show Updates

Jitendra

Mitha Mitha Odia Movie Is Delay To Release Due To Some Reasons

ENO Beuro

Leave a Comment