Entertainment

ନୂଆ ଓଡିଆ ଚଳଚିତ୍ର “ଲୋକାଲ୍ ଟୋକା ଲଭ ଚୋଖା”ର ଶୁଭ ମହୁରତ୍

ପ୍ରେମର ଫର୍ମୁଲା ଗଣିତର ଫର୍ମୁଲା ଠାରୁ ଆହୁରି କଡା, କାରଣ ପ୍ରେମ କେତେବେଳେ ହୁଏ, କାହା ସାଙ୍ଗରେ ହୁଏ, କାହିଁକି ହୁଏ, କେମିତି ହୁଏ ଏକଥା କେହି ବି ଜାଣିପାରନ୍ତିନି।

ଏକଥା ଯେମିତି ସତ ଆଉ ଗୋଟିଏ ସେମିତି ସତକଥା, ପ୍ରେମ ଓ କାଶକୁ କେହିବି ଲୁଚେଇ ପାରନ୍ତିନି। ଏ ଦୁଇଟି କଥାର ସାମ୍ନା କରନ୍ତି କାହାଣୀର ନାୟକ local ଟୋକା ରାଧେ ଓ ନାୟିକା ଭୂମି।

ରାଧେ ଓ ଭୂମିକୁ ନେଇ ଏକ ଭିନ୍ନ ସ୍ଵାଦର ପ୍ରେମ କାହାଣୀରେ ସ୍ଥାନ ପାଇଛି ପ୍ରେମିଯୁଗଳଙ୍କ କମେଡୀ, ଟ୍ରାଜେଡ଼ି, love, romance, action,thriller ସାଙ୍ଗକୁ emotional ଡ୍ରାମା ଏବଂ କାହାଣୀର ପରିଶେଷରେ ପ୍ରମାଣ ହେଇଛି ଲୋକାଲ ଟୋକାର love ଏକଦମ ଚୋଖା।

ପଢନ୍ତୁ; ପରପାରିରେ ‘ରଙ୍ଗବତୀ’ର ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନ

Related posts

ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କଲା ଏହି ଭିଡିଓ

ENO Beuro

ଏହି ଅଭିନେତ୍ରୀଙ୍କ ସହ କ’ଣ ସତରେ ଡେଟିଂ କରୁଛନ୍ତି ରବି ଶାସ୍ତ୍ରୀ?

ENO Beuro

ପ୍ରଥମ ଥର ଯୋଦ୍ଧା ଅବତାରରେ ନଜର ଆସିବେ ସନ୍ନି ଲିଓନ!

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More