Movie News

ନିର୍ଦ୍ଦେଶକ ରତିକାନ୍ତ ସାହୁଙ୍କ ନୂଆ ଓଡିଆ ଚଳଚ୍ଚିତ୍ର ନଟଖଟ ରୋମେଓ ଶୁଭ ମହୁରତ

By ENO Beuro

November 25, 2017

ନୂଆ ଓଡିଆ ଚଳଚ୍ଚିତ୍ର ନଟଖଟ ରୋମେଓ ଶୁଭ ମହୁରତ ଏଇ ନିକଟରେ ଶେଷ ହେଇଛି । ବାବା ଝାଡେଶ୍ଵର ମୁଭିଜ ବ୍ୟାନରରେ ପ୍ରସ୍ତୁତ ଏହି ସିନେମାଟିର କାହାଣୀ,ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାଇତ୍ଵରେ ଅଛନ୍ତି ରତିକାନ୍ତ ସାହୁ । ଶିବନାରାୟନ ନନ୍ଦ ଏହାର ପ୍ରଯୋଜକ ।

ଗୀତିକାର ଡ॰ ନିର୍ମଲ ନାୟକ , ଅରୁଣ ମନ୍ତ୍ରୀଙ୍କ ବଳିଷ୍ଠ ଲେଖାକୁ ସୁନ୍ଦର ସ୍ଵରରେ ସଜାଇଛନ୍ତି ସଙ୍ଗୀତ ନିର୍ଦେଶକ ବଦ୍ୟନାଥ ଦାସ ।

ନବାଗତା ରୋଶନ ଓ ଲିପିକା ଏଥିରେ ମୁଖ୍ୟ ଚରିତ୍ରରେ ଥିବା ବେଳେ ମିହିର ଦାସ , ପ୍ରଜ୍ଞାନ ,ସଲିଳ ମିତ୍ର, ପ୍ରତିଭା ପଣ୍ଡା , ମନୀଷା ମିଶ୍ର , ଦେବୁ ବ୍ରହ୍ମା , ପିଣ୍ଟୁ ନନ୍ଦ , ବିକାଶ ନାୟକ  ପ୍ରମୁଖ କଳାକାର ସହ କଳାକାର ଭୂମିକାରେ ନଜର ଆସିବେ ।

ନଟଖଟ ରୋମେଓ:

ଚଳଚ୍ଚିତ୍ର               : ନଟଖଟ ରୋମେଓ

ବ୍ୟାନର               : ବାବା ଝାଡେଶ୍ଵର ମୁଭିଜ

ପ୍ରଯୋଜକ            : ଶିବନାରାୟନ ନନ୍ଦ

କାହାଣୀ,ଚିତ୍ରନାଟ୍ୟ, ନିର୍ଦ୍ଦେଶନା             : ରତିକାନ୍ତ ସାହୁ

ଫଟୋଗ୍ରାଫୀ          : ପ୍ରଦୀପ ସାହୁ

ସମ୍ପାଦକ              : ରଞ୍ଜନ ଖଟେଇ

ସଙ୍ଗୀତ                : ବଦ୍ୟନାଥ ଦାସ

ଗୀତିକାର             : ଡ॰ ନିର୍ମଲ ନାୟକ , ଅରୁଣ ମନ୍ତ୍ରୀ

ଚିତ୍ରନାଟ୍ୟ , ସଂଳାପ             : ଏ॰ ଯେ ଶ୍ରୀରାମ

ପୋଷାକ              : ମୁନା

ମେକଅପ             : ସୁଶାନ୍ତ

ଚିତ୍ର                    : ଅଜୁ

ପ୍ରଯୋଜନ ସଞ୍ଚାଳକ             : ପ୍ରତାପ ବେହେରା

ଗାୟକ                : ସତ୍ୟଜୀତ , ସଞ୍ଜୁ , ହୁମାନ ସାଗର , ଦୀପ୍ତି , ତରିକ ଅଜିଜ

ସହଯୋଗୀ ନିର୍ଦ୍ଦେଶକ : ଛବି , ଦିପୁ , ଜୁଲୁ , ଦୀପକ

ଅଭିନୟରେ          : ରୋଶନ(ନାୟକ), ଲିପିକା(ନାୟିକା), ମିହିର ଦାସ , ପ୍ରଜ୍ଞାନ ,ସଲିଳ ମିତ୍ର , ପ୍ରତିଭା ପଣ୍ଡା , ମନୀଷା ମିଶ୍ର , ଦେବୁ ବ୍ରହ୍ମା , ପିଣ୍ଟୁ ନନ୍ଦ , ବିକାଶ ନାୟକ

ପଢନ୍ତୁ, ଡିସେମ୍ବର ୨୭ ତାରିଖଠାରୁ ଆଇଡିବିଆଇ ବ୍ୟାଙ୍କ କର୍ମଚାରୀମାନଙ୍କ ଧର୍ମଘଟ