Entertainment

EnewsOdia ତରଫରୁ ସଙ୍ଗୀତପ୍ରେମୀଙ୍କୁ ନୂଆ ବର୍ଷରେ ନୂଆ ଉପହାର

ରିଲିଜ ହେଲା ରୋମାଣ୍ଟିକ ଗୀତ “ଓଃ ବେବି”

ସବୁବେଳେ ମନୋରଞ୍ଜନ ଏବଂ ଗୀତର ପରିବେଷଣ କରୁଥିବା “ENEWSODIA” ସଙ୍ଗୀତପ୍ରେମୀମାନଙ୍କ ପାଇଁ ନେଇଆସିଛି ନୂଆ ବର୍ଷରେ ଏକ ନୂତନ ଉପହାର । Enewsodia ତରଫରୁ ରିଲିଜ ହୋଇଛି ଆଊ ଏକ ରୋମାଣ୍ଟିକ ଗୀତ “ଓଃ ବେବି”।

ଗୀତଟିରେ କଣ୍ଠ ଦାନ କରିଛନ୍ତି ଓଲିଉଡର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର। ଆଜି ଗୀତଟିର ଷ୍ଟୁଡିଓ ଭର୍ସନ୍ ରିଲିଜ୍ ହୋଇଛି। ଏହି ଗୀତର ଲିରିକ୍ସ ଏବଂ ନିର୍ଦେଶନା ଦେଇଛନ୍ତି ମଙ୍ଗଲ ତଣ୍ଡି।

ଏହି ରୋମାଣ୍ଟିକ ଗୀତଟିର ପ୍ରଯୋଜନାରେ ଅଛନ୍ତି ଗୌନଟିଆ ସୁନୀଲ କୁମାର ପଟେଲ।

ପଢନ୍ତୁ; ପିକ୍‌ନିକ୍‌ ହେଲା କାଳ: ବୁଡିଗଲା ଡଙ୍ଗା,୯ ମୃତ

Related posts

ଆଶୁତୋଷଙ୍କ “ପାନିପତ”ରେ ଅର୍ଜୁନ-ସଞ୍ଜୁ! ସାମ୍ନାକୁ ଆସିଛି ଫିଲ୍ମର ଟିଜର ପୋଷ୍ଟର

ENO Beuro

ଭାଇ ପାଇଁ ଜେଲ୍ ଯିବାକୁ ପ୍ରସ୍ତୁତ ଦୁଇ ରାଖୀ ଭଉଣୀ

ENO Beuro

ରିଲିଜ ହେଲା ସୁପରଷ୍ଟାର୍ ରିତିକ ରୋଶନଙ୍କ ନୂଆ ସିନେମା ‘ସୁପର-୩୦’

Ratnamani Moharana

Leave a Comment