Entertainment

ରିଲିଜ ହେଲା ଅସୀମା ପଣ୍ଡାଙ୍କ କଣ୍ଠରେ ଆଉ ଏକ ହୃଦୟସ୍ପର୍ଶୀ ଗୀତ “ତୁ କେଡେ ସ୍ଵାର୍ଥପର ତୁ”

Enewsodia ପ୍ରତ୍ୟେକଟି ପର୍ବ ପର୍ବାଣୀ ଏବଂ ଯାନି ଯାତ୍ରାରେ ଆପଣଙ୍କୁ ନୂଆ ନୂଆ ମନଛୁଆଁ ଗୀତ ଭେଟିଦିଏ । ଯାହା ପ୍ରତ୍ୟେକଟି ହୃଦୟକୁ ଛୁଇଁଯାଏ । ନିକଟରେ ପୁଣିଥରେ ଠିକ ସେହିଭଳି ଏକ ହୃଦୟସ୍ପର୍ଶୀଗୀତ ରିଲିଜ ହୋଇଛି। ଏହି ଗୀତଟିର ଟାଇଟେଲ ରହିଛି “ତୁ କେଡେ ସ୍ଵାର୍ଥପର ତୁ”

ଏହି ଗୀତଟିର ଷ୍ଟୂଡିଓଭର୍ସନ enewsodia ୟୁଟୁବ ଚ୍ୟାନଲରେ ରିଲିଜ ହୋଇଛି। ଗୀତଟିରେ କଣ୍ଠ ଦାନ କରିଛନ୍ତି ଓଲିଉଡର ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା ଏବଂ ଲିରିକ୍ସ ଦେଇଛନ୍ତି ସସମଲ ମାନସ।

ଏହି ଗୀତଟିର ନିର୍ଦେଶନାରେ ଅଛନ୍ତି ରଞ୍ଜନ ବେହୁରା।

ପଢନ୍ତୁ; ଇଣ୍ଟରନେଟରେ ଛାଇଲା ମଣ୍ଟୁ ଛୁରିଆଙ୍କ ମ୍ୟୁଜିକ ଭିଡିଓ “ଲବଙ୍ଗ ଲତା”

Related posts

ରିଲିଜ ହେଲା ସଂଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ର ଟିଜର!

ENO Beuro

୧୦୦ କୋଟିି କ୍ଳବରେ ସାମିଲ ହେଲା ‘ରେଡ୍‍’

ENO Beuro

‘ପଦ୍ମାବତ’ ରିଲିଜ୍‌କୁ ନେଇ ଆଜି ୪ଟି ରାଜ୍ୟରେ ବ୍ୟାପକ ହିଂସା ଓ ପୋଡ଼ାଜଳା

ENO Beuro

Leave a Comment