Entertainment

ଶିଶୁ କଣ୍ଠଶିଳ୍ପୀଙ୍କ କଣ୍ଠରୁ ଶୁଣନ୍ତୁ ଏକ ହୃଦୟସ୍ପର୍ଶୀ ସାଇଭଜନ !

‘BEEHIVE’ ବ୍ୟାନରର ଏକ ହୃଦୟସ୍ପର୍ଶୀ ସାଇବାବାଙ୍କ ଭଜନ ଯାହାକି  #ENEWSODIA #OFFICIAL #YOUTUBE ଚ୍ୟାନ୍ନେଲ୍ ରେ ଲଞ୍ଚ ହୋଇସାରିଛି।

ଯାହାର ନାମ ରହିଛି ‘ସାଇ ସାଇ ଶିରିଡି ସାଇ’। ଏଥିରେ କଣ୍ଠଦାନ କରିଛନ୍ତି ଶିଶୁ କଣ୍ଠଶିଳ୍ପୀ ପୁରଭି ପ୍ରଧାନ। ଏହାର ସଙ୍ଗୀତ ନିର୍ଦେଶନା ଭାର ସମ୍ଭାଳିଛନ୍ତି ଶିଶିର କୁମାର ମିଶ୍ର। ଏହି ଭଜନଟିର ଲିରିକ୍ସ ଦେଇଛନ୍ତି ଜୟନ୍ତ ପ୍ରଧାନ। ଏବଂ ଏହାର ପ୍ରଯୋଜକ ହେଉଛନ୍ତି ଧରିତ୍ରୀ ପ୍ରଧାନ ଏବଂ ଅଶୋକ ପ୍ରଧାନ

ପଢନ୍ତୁ; ଓଡିଶାରେ ଚହଳ ସୃଷ୍ଟି କଲା ମାନସ କୁମାରଙ୍କ ଗୀତ “ତିତିଲ୍ ଉଡେଇନେଲା ଇଟିଲି” ଦେଖନ୍ତୁ ଏହାର ଷ୍ଟୁଡିଓ ଭର୍ସନ

 

Related posts

ଦୀପିକାଙ୍କ ପରେ ମାଡାମ ତୁଷାଡ୍ସ ମ୍ୟୁଜିୟମରେ ସ୍ଥାନ ପାଇବ ସାହିଦଙ୍କ ମହମ ପ୍ରତିମୂର୍ତ୍ତି

ENO Beuro

ଆଗାମୀ କମେଡୀ ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିବେ “ଦେବ”

ENO Beuro

‘କ୍ରିସ- ୪’ ରେ ହ୍ରିତିକଙ୍କ ବିପକ୍ଷରେ ରୋମାନ୍ସ କରିବେ ଏହି ନାୟିକା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More